ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ମୃତ ୬ ଆହତ |

ବିଷମକଟକ,୧୫।୩: ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଏକ ଚାଉଳ ବୋଝେଇ ୪୦୭ ଭେନ ଏକ ସେତୁ ଉପରେ ଓଲଟି ପଡିଥିଲା ।…

ବଡ଼ ମେଡିକାଲର କରୁଣ ଚିତ୍ର;ହାତ ବିନ୍ଧାରୁ ଚାଲିଗଲା ଜୀବନ |

କଟକ : ହାତ ବିନ୍ଧାରୁ ଅସ୍ତ୍ରୋପଚାର, ପରେ ଚିକିତ୍ସା ଅବହେଳାରୁ ନଷ୍ଟ ହୋଇଗଲା ହାତ।ପୁନର୍ବାର ଅସ୍ତ୍ରୋପଚାର ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ। କଟକ ବଡ଼ ମେଡିକାଲରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ କଟକ ପଟାପୋଲ ଅଞ୍ଚଳର ଆରତୀ…

ଡ୍ରଗ୍ସ ସେବନ କରି ଧରାପଡ଼ିଲେ ପୂର୍ବତନ ବିଆର୍‌ଏସ୍‌ ବିଧାୟକ |

ହାଇଦ୍ରାବାଦ: ହାଇଦ୍ରାବାଦ ନିକଟବର୍ତ୍ତୀ ଏକ ଫାର୍ମହାଉସରେ ହାଇପ୍ରୋଫାଇଲ ପାର୍ଟି ଚାଲିଥିବାବେଳେ ପୁଲିସଚଢ଼ଉକରି ପୂର୍ବତନ ବିଆର୍ଏସ୍ ବିଧାୟକ ପାଇଲଟ ରୋହିତ ରେଡ୍ଡୀଙ୍କ ସମେତ ପାଞ୍ଚ ଜଣଙ୍କୁ ଡ୍ରଗ୍ସ ସେବନ ନେଇ ପଜିଟିଭ୍ ପାଇଛି। ଶନିବାର ରାତିରେ ଏଲିଟ୍ ଆକ୍ସନ ଗ୍ରୁପ୍ ଫର୍ ଡ୍ରଗଲ…

ଯୁବକଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର

ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଞ୍ଚଳରୁ ସନ୍ଦୋହଜନକ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଷମ କଟକ ସହରର ନିବାସୀ ନବୀନ ସନ୍ତୋଷ ରାୟ । ବିଷମ କଟକ ଥାନା ଅଧିନ ଚାଟିକଣା ପଞ୍ଚାୟତ…

ଗ୍ୟାସ୍‌ ବିତରକ ସଂଘର ଉପସଭାପତିଙ୍କ ବଡ଼ ବୟାନ

ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଯୋଗାଣରେ କଟକଣା ଏବେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି। ଏଣିକି ବେହିସାବ ଗ୍ୟାସ ଜାଳିବା ପଡ଼ିବ ମହଙ୍ଗା। ବିଶେଷ କରି ଆଗକୁ ଆସୁଥିବା ବଡ଼ ବଡ଼ ଭୋଜିଭାତ ଏବଂ ବିବାହ କାର୍ଯ୍ୟ ଗୁରୁତର ଭାବେ…

କଟକ ର ସାର୍ପ ହସପିଟାଲ ପକ୍ଷରୁ ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା

ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ବସନ୍ତପୁର ଗ୍ରାମ ରେ ଗତ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚକ୍ରଧର ମଲ୍ଲିକ, ଦୀପକ କୁମାର ମଲ୍ଲିକ, ଦିଲ୍ଲୀପ କୁମାର ମଲ୍ଲିକ, ଗଗନ ମଲ୍ଲିକ, ଧୂଳେଶ୍ୱର ମଲ୍ଲିକ ଓ ଦୋଳଗୋବିନ୍ଦ…

ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ.

କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ମଧ୍ୟରେ ପ୍ରତି ଅଧ ଘଣ୍ଟାରେ ନମୋ ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଏହି ଟ୍ରେନ ଚଳାଚଳ ହେଲେ ଦୁଇ ସହର ମଧ୍ୟରେ ଦିନକୁ ଯାତାୟାତ…

ରାଜ୍ୟ ସ୍ପ୍ରିଣ୍ଟ୍‌ ପ୍ରତିଯୋଗିତା ଉଦ୍‌ଘାଟିତ: କଟକ ଓ କିଟ୍‌ ଖେଳାଳିଙ୍କ ଚମକ

ଓଡ଼ିଶା ଦୌଡ଼କୁଦ ସଂଘ (ଓଏଏ) ପକ୍ଷରୁ ପ୍ରଥମ ଓଡ଼ିଶା ରାଜ୍ୟ ସ୍ପ୍ରିଣ୍ଟ୍ ପ୍ରତିଯୋଗିତା କଟକସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଶନିବାର ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଦିବସରେ କଟକ ଓ କିଟ୍ର ପ୍ରତିଯୋଗୀମାନେ ଏକପ୍ରକାର ଅଧିପତ୍ୟ ବିସ୍ତାର କରିଛନ୍ତି। ପ୍ରଥମ ଦିନରେ ୧୦ଟିରୁ…

ଏଲ୍,ପି,ଜି,ର ସଙ୍କଟ ଓ ଏହାର ମୁକାବିଲା ଦାବିରେ କଂଗ୍ରେସ ପକ୍ଷରୁ ସ୍ମାରକପତ୍ର ପ୍ରଦାନ।

ବାଲେଶ୍ଵର—ବିଜେପି ସରକାର ସାଧାରଣ ଜନତାଙ୍କୁ ଏକ ସଙ୍କଟ ମୁହାଁ ପରିସ୍ଥିତି ଆଡ଼କୁ ଟାଣି ନେଉଛନ୍ତି।ସାରା ଦେଶ ସମେତ ରାଜ୍ୟରେ ଏଲପିଜି ଗ୍ୟାସ ପାଇଁ ହାହାକାର ପଡ଼ିଛି। ସରକାର ଘରୋଇ ଗ୍ୟାସ ଟାଙ୍କି ପିଛା ୬୦ ଟଙ୍କା ଓ ବ୍ୟବସାୟିକ ଟାଙ୍କି ପିଛା…

ବେଆଇନ ଅଫିମ ଚାଷ ନଷ୍ଟକଲା ସୁବର୍ଣ୍ଣପୁର ପୋଲିସ |

ସୁବର୍ଣ୍ଣପୁର ଜ଼ିଲ୍ଲା ର ଉଲୁଣ୍ଡା ଥାନା ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳରେ ଅଫିମ ଚାଷ ସମ୍ପର୍କରେ ଏକ ବିଶେଷ ସୂଚନା ପାଇ ପୋଲିସ, ବନ ଏବଂ ଅବକାରୀ ଅଧିକାରୀଙ୍କ ସହିତ ଘଟଣାସ୍ଥଳକୁ ଯାଇ ଜାଣିପାରିଲେ ଯେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅଞ୍ଚଳର…

error: Content is protected !!