ସ୍ୱାସ୍ଥ୍ୟସେବା ସୁଦୃଢ କରିବା କ୍ଷେତ୍ରରେ ଆଦାନୀ ଫାଉଣ୍ଡେସନର ପଦକ୍ଷେପଆଗଧାଡ଼ି ସ୍ୱାସ୍ଥ୍ୟକର୍ମୀଙ୍କୁ ପାଲିଏଟିଭ୍ କେୟାର ତାଲିମଧାମରା,: ଗ୍ରାମାଞ୍ଚଳ ଏବଂ ଉପକଣ୍ଠ ଅଞ୍ଚଳରେ ପାଲିଏଟିଭ୍ କେୟାରସେବାର ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଆଦାନୀ ଫାଉଣ୍ଡେସନ ଭଦ୍ରକ ଜିଲାରତିହିଡ଼ି ସିଏଚ୍ସିରେ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏକ…
