ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ, 5ଶିକାରୀ ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ |

କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର କରିବାକୁ ଯୋଜନା କରୁଥିବା ବେଳେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବାଇକ ରେ ଦୁଇ ଜଣ ଯାଉଥିବା ବେଳେ ସନ୍ଦେହରେ ଚଢ଼ାଉ କରିଥିଲେ।…

ଢେଙ୍କାନାଳ ଏକାଡେମି ଅଫ ମେଡିକାଲ ସାଇନ୍ସରେ ଲାଇଟିଂ” ଏବଂ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଳନ |

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ତଳବରକୋଟରେ ଥିବା ଢେଙ୍କାନାଳ ଏକାଡେମି ଅଫ ମେଡିକାଲ ସାଇନ୍ସ ସଭାଗୃହରେ ଲାଇଟିଂ ଏବଂ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପି.ଏସ୍. ଏଡ୍‌ ନ ଆନନ୍ଦ, ଅଧ୍ୟକ୍ଷ,…

ଶ୍ରୀରାମ ନବମୀ ଓ ରାବଣ ପୋଡ଼ି ମୋହ ଆଡମ୍ବରରେ ପାଳନ।

ଜଗତପୁର ଇମାମ ନଗର ସ୍ଥିତ ରାମ ମନ୍ଦିର ଠାରେ ରାବଣ ପୋଡ଼ି ମହା ଆଡମ୍ବରରେ ପାଳିତ ହୋଇଛି।ଶ୍ରୀରାମ ମନ୍ଦିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଉଦଯାପିତ, ବିଶେଷ ଆକର୍ଷଣ ରାବଣ ପୋଡ଼ି ( ଫଟୋ)ଅସତ୍ୟ ଉପରେ ସତ୍ୟର ବିଜୟ ଲାଗି ପବିତ୍ର ଶ୍ରୀରାମ…

ଧର୍ମଗଡ଼ ବୋଡ଼େନ ରାସ୍ତା ରେ ଏକ ଦୁଃଖ ଦାୟକ ଦୁର୍ଘଟଣା!!

ଆଜି ସକାଳ ପ୍ରାୟ 5 ଘଣ୍ଟା ସମୟରେ ଧର୍ମଗଡ଼ ବୋଡ଼େନ ରାସ୍ତା bear bar ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଦେଖିବାକୁ ମିଳିଛି l ଏହି ଦୁର୍ଘଟଣା ରେ ବାଲି ବୋଝେଇ ହାୱା ଗାଡି ଟି ଗୋଟିଏ ବାଇକ ଆରୋହୀ ଉପରେ…

ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଉପଲକ୍ଷେ ତିହିଡିରେ ବିଶାଳ ଶୋଭାଯାତ୍ରା l

ଭଦ୍ରକ ଜିଲ୍ଲା ତିହିଡି ମାଟିର ଐତିହ୍ୟ ପରମ୍ପରା ଓ ସାଂସ୍କୃତିକ ପରିଚୟ ସୃଷ୍ଟି କରିଛି ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ, ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର…

କର୍ଣ୍ଣାଟକର କାଙ୍କାନାଡ଼ି ସହରକୁ ଦାଦନ ଖଟିବାକୁ ଯାଇ ସୁନ୍ଦରଗଡ ଜର୍ମାଲର ଜଣେ ବ୍ୟକ୍ତି ମୃତ

କର୍ଣ୍ଣାଟକର କାଙ୍କାନାଡ଼ି ସହରକୁ ଦାଦନ ଖଟିବାକୁ ଯାଇ ସୁନ୍ଦରଗଡ ଜର୍ମାଲର ଜଣେ ବ୍ୟକ୍ତିଙ୍କ ମୃତଶବମାର୍ଚ୍ଚ ୨୯ ତାରିଖ ରବିବାର ଜର୍ମାଲ ଗାଁରେ କଫନରେ ଭରା ହୋଇ ଆସିବା ପରେ ମୃତକଙ୍କ ସ୍ତ୍ରୀ, ତାଙ୍କ ସମ୍ପର୍କୀୟ ଏବଂ ଗାଁ ଲୋକଙ୍କ ଆଖିରେ କୋହ…

ଦ୍ବିତୀୟ ଦିନର ଉଦଯାପନୀ ସନ୍ଧ୍ୟାରେ ସିନେତାରା ସିଦ୍ଧାନ୍ତ ମହାପାତ୍ରଙ୍କ ଉପସ୍ଥିତି ଓ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ |

ରୂପଦେଇପୁର ମହୋତ୍ସବ ୨୦୨୬ ର ଦ୍ବିତୀୟ ଦିନ ଉତ୍ସାହ ଓ ଆନନ୍ଦ ସ‌ହକାରେ ଏକ ବର୍ଣ୍ଣାଜ୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଉତ୍ସବ ପରିସରରେ ଦର୍ଶକମାନଙ୍କ ଅଭୂତ ପୂର୍ବ ଗହଳି ତଥା କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର…

ପ୍ରୋଗ୍ରେସିଭ୍ କ୍ଲବ କ୍ରିକେଟ୍ ମାଇଦାନରେ ଭଙ୍ଗାରୁଜା, ଥାନାରେ ଏତଲା |

ଝାରସୁଗୁଡା ଟାଉନ ସ୍ଥିତ ପ୍ରୋଗ୍ରେସିଭ୍ କ୍ଲବ କ୍ରିକେଟ୍ ମାଇଦାନରେ ଘଟିଥିବା ଭଙ୍ଗାରୁଜା ଘଟଣାକୁ ନେଇ ଝାରସୁଗୁଡା ଯୁବ ସଂଘ ତୀବ୍ର ନିନ୍ଦା କରିଛି। ଅଜଣା ବ୍ୟକ୍ତି ମନେ ରାତିରେ ମାଇଦାନର ପିଚ୍‌କୁ ନଷ୍ଟ କରିବା ସହିତ ପ୍ରାକ୍ଟିସ୍ ନେଟ୍ ଓ ଅନ୍ୟାନ୍ୟ…

ସରିଲା ବୁଗୁଡ଼ା JMFC ରଓକିଲ ସଙ୍ଘ ନିର୍ବାଚନ।

ଗଞ୍ଜାମ ଜିଲ୍ଲା ବୁଗୁଡା ଦେୱାନୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତରେ ଧାର୍ଯ୍ୟ ସମୟ ମତେ ଆଜି ଆଇନଜୀବୀ ସଙ୍ଘର ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ନିର୍ବାଚନ କାର୍ଯ୍ୟକ୍ରମ ରେ ମୋଟ ପାଞ୍ଚ ଗୋଟି ପଦପୀ ଯଥା ସଭାପତି, ଉପସଭାପତି,…

ପ୍ରଶାସନର ବାଲିଘାଟ ଚଢ଼ାଉ, ଟ୍ରାକ୍ଟର ଜବତ:ଧାରା 163ଲାଗୁ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ପ୍ରୋବେସନାରୀ ଆଇପିଏସ ନୀତେଶ କୁମାର ମିଶ୍ରଙ୍କ କଡା ପଦକ୍ଷେପ l ବେଆଇନ ବାଲି ଘାଟ ଓ ବାଲି ଚାଲାଣକାରୀଙ୍କୁ ଗୋଡ଼ାଇ ଗୋଡାଇ ଧରୁଛି ପୋଲିସ l ତ୍ରାହି ତ୍ରାହି ଡାକିଲେଣି ବାଲି…

error: Content is protected !!