ଭୁବନେଶ୍ୱର, ୧୦/୦୪: ଲାଞ୍ଚ ମାଗୁଛନ୍ତି ଆୟକର ଅଫିସର। ୩ ଲାଞ୍ଚୁଆ ଆୟକର ଅଫିସରଙ୍କ ବିରୋଧରେ ମାମଲା ରୁଜୁ। ପ୍ରମାଣ ପାଇବା ପରେ ମାମଲା ରୁଜୁ କଲା CBI। ଖୋର୍ଦ୍ଧା ଆୟକର ଅଫିସର ଇନ୍ସପେକ୍ଟରଙ୍କ ସମେତ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।…
କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର କରିବାକୁ ଯୋଜନା କରୁଥିବା ବେଳେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବାଇକ ରେ ଦୁଇ ଜଣ ଯାଉଥିବା ବେଳେ ସନ୍ଦେହରେ ଚଢ଼ାଉ କରିଥିଲେ।…
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ତଳବରକୋଟରେ ଥିବା ଢେଙ୍କାନାଳ ଏକାଡେମି ଅଫ ମେଡିକାଲ ସାଇନ୍ସ ସଭାଗୃହରେ ଲାଇଟିଂ ଏବଂ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପି.ଏସ୍. ଏଡ୍ ନ ଆନନ୍ଦ, ଅଧ୍ୟକ୍ଷ,…
ପୁରୀରେ ସ୍ଥଳସେନା ମୁଖ୍ୟ l ମହାପ୍ରଭୁଙ୍କ ପାଖରେ ଭାରତୀୟ ସେନା ପାଇଁ ଆଶୀର୍ବାଦ ମାଗିଲେ ସ୍ଥଳସେନା ମୁଖ୍ୟ । ଦର୍ଶନ ପରେ ନିଜକୁ ସୌଭାଗ୍ୟଶାଳି କହିବା ସହ ଆଗାମୀ ଚ୍ୟାଲେଞ୍ଜ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ସେନା ଉପରେ ରହିଥାଉ ବୋଲି କହିଛନ୍ତି…
ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ଥିବା ପାନୀୟଜଳ ପାଇପ୍ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ମେଗା ପାଇପ୍ ପ୍ରକଳ୍ପ ଅଧୀନରେ ପାନୀୟଜଳ ଯୋଗାଣ ପାଇଁ ଏହି ପାଇପ୍ଟି ବ୍ରିଜ୍ ଉପରେ…
ନୂଆଦିଲ୍ଲୀ: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ରେଲୱେ ପକ୍ଷରୁ ବଡ ଘୋଷଣା। ସେନା ମେଡାଲ, ନୌସେନା ମେଡାଲ, ବାୟୁସେନା ମେଡାଲ ପାଇଥିବା ଯବାନଙ୍କ ପାଇଁ ଏହି ସୁବିଧା ମିଳିବ। ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ଦେୟମୁକ୍ତ…
ଭୁବନେଶ୍ୱର, ୨୨/୦୩ : ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି । ଆସନ୍ତାକାଲି ଠାରୁ ମିଳିବ ଅଧିକ ୨୦% ଗ୍ୟାସ୍ । ରାଜ୍ୟ ପାଇଁ ଅଧିକ ୨୦% ଗ୍ୟାସ କୋଟା । ସରକାରୀ କ୍ୟାଣ୍ଟିନ୍ ଓ ଡାଏରୀ ଶିଳ୍ପକୁ ମିଳିବ…
ପୁରୀ ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବୈଦିକ ରୀତିନୀତିରେ ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନ ପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଶ୍ରୀ…
ପୁରୀରେ ଆରମ୍ଭ ହୋଇଯାଇଛି ଅଖିଳ ଭାରତ ଯୁବ ସଂଘ, ଏଆଇଓ୍ଵାଇଏଫ୍ ପକ୍ଷରୁ ସର୍ବଭାରତୀୟ ଯୁବ ମହିଳା କନଭେନଶନ।ପୁରୀ ସହର ସ୍ଥିତ ସଂସ୍କୃତି ଭବନରେ ଅମୁଥା ଜୟଦୀପଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟ କନଭେନଶନ ଆରମ୍ଭ ହୋଇଛି।ଏହି କନଭେନଶନକୁ କର୍ମବୀର ଵାଧନୀ ଉଦଘାଟନ କରି…
ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଦାୱାଡ଼ା ପଞ୍ଚାୟତଠାରେ ଆଜି ଏକ ବିଶାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଏବଂ ବନଖଣ୍ଡ ଅଧିକାରୀ…