ହଜାର ହଜାର ସମର୍ଥକଙ୍କୁ ନେଇ ସମାବେଶ କରି ଦମ୍ ଦେଖାଇଲେ ପ୍ରଭାତ ବିଶ୍ବାଳ |

ବିଜେଡ଼ିରୁ ବହିଷ୍କାର ହେବା ପରେ ପ୍ରଥମ ଥର ପାଇଁ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ରବିବାର ସଂଧ୍ୟାରେ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ନିଜର ଦମଦାର ଶକ୍ତି ପ୍ରଦର୍ଶନ କରିଛନ୍ତି। ହଜାର ହଜାର ସମର୍ଥକଙ୍କୁ ନେଇ ଶ୍ରୀ ବିଶ୍ୱ।ଳ…

ଲୁଗା ଦୋଳି ହେଲା କାଳ : ବେକରେ ଫାଶ ପଡି ନାବାଳକ ମୃତ |

ଲୁଗା ଦୋଳି ହେଲା କାଳ। ଲୁଗା ଦୋଳିରେ ଖେଳୁଥିବା ବେଳେ ବେକରେ ଫାଶ ପଡି ଚାଲିଗଲା ନାବାଳକର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉଦଳା ଥାନା ଜଗନ୍ନାଥୀ ଗ୍ରାମରେ। ମୃତ ନାବାଳକ ଜଣକ ହେଲେ ସତ୍ୟ ମୁର୍ମୁ…

ଆମ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ |

ଆମ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ବାଣୀବିହାର – ରସୂଲଗଡ଼ ରାସ୍ତାର ସତସଙ୍ଗ ବିହାର-ବାଣୀବିହାର ମଝିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ଏବଂ ସ୍ଥାନୀୟ ଲୋକେ…

ଫିଲ୍ମ ଷ୍ଟାଇଲରେ କିଡ୍‌ନାପ୍‌, ଗୋଡାଇ ଗୋଡାଇ ଧରିଲା ପୋଲିସ,ଭଦ୍ରକରେ କାଜୁ ବ୍ୟବସାୟୀଙ୍କୁ କିଡନାପ୍ ଉଦ୍ୟମ

ଆଜି ଭଦ୍ରକରେ ଜଣେ କାଜୁ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରୁ କିଛି ଦୃବୁର୍ତ ଫିଲ୍ମ ଷ୍ଟାଇଲରେ ବୋଲେରୋରେ ଅପହରଣ କରି ନେଉଥିବାବେଳେ ସହରାଂଚଳ ଥାନା ପୁଲିସ୍ ପହଂଚି ବୋଲେରୋକୁ ଗୋଡାଇ ଧରିବା ସହ ଅପହୃତାଙ୍କୁ ଉଦ୍ଧାର କରିଛି। ପ୍ରାପ୍ତ ସୂଚନା ଅନୁସାରେ ଦିବା…

ଗୋରୁ ବୋଝେଇ ମାରୁତି ଭ୍ୟାନ୍‌କୁ ପୋଡିଦେଲେ ଉତ୍ୟକ୍ତ ଲୋକେ, ୬ ଗୋରୁ ଉଦ୍ଧାର

ପୁଲିସ୍ ଯେତେ ସଜାଗ ହେଲେ ମଧ୍ୟ ଭଦ୍ରକ ଜିଲାରେ ଗୋ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରା ଗୋ ଚାଲାଣକୁ ରୋକିବା ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ…

ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ |

ବାଲୁଗାଁ : ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଜଣକ ବାଣପୁର ଥାନା ବାହାଡାଖୋଲା ଶାନ୍ତିନଗରର ଶଠ ରାଉତରାୟ । ତାଙ୍କ ବୟସ ୮୫ ବର୍ଷ ବୋଲି ଜଣାପଡ଼ିଛି । କଏଦୀ ଜଣକ ବ୍ରହ୍ମପୁର ଏମକେସିଜି ମେଡିକାଲ ଚିକିତ୍ସିତ ହୋଇ…

ଟ୍ରାଫିକ୍ ରେ ମ୍ୟୁଜିକ୍ ମଜା, ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ସିଗ୍ନାଲରେ ବାଜୁଛି ମ୍ୟୁଜିକ |

ଭୁବନେଶ୍ୱର : ଟ୍ରାଫିକ୍ ସିଗନାଲରେ ମ୍ୟୁଜିକ୍ ମଜା । ଭିଡ଼ ଭିତରେ ଟ୍ରାଫିକ ସିଗ୍ନାଲରେ ବାଜୁଛି ସୁମଧୁର ଧୁନ୍ । ଖରା କି ବର୍ଷା ଟ୍ରାଫିକ ପୋଷ୍ଟରେ ମଜା ନେଉଛନ୍ତି ଲୋକ । ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ସିଗ୍ନାଲ ରେ ବାଜୁଛି ମ୍ୟୁଜିକ।…

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, କନ୍ଧମାଳରୁ ଆସୁଥିଲା ଭୁବନେଶ୍ୱର |

ଭୁବନେଶ୍ୱର : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କନ୍ଧମାଳରୁ ଭୁବନେଶ୍ୱରକୁ ଆସୁଥିବା ବେଳେ ପିତାପଲ୍ଲୀରେ ମାଡ଼ିବସିଲା ଅବକାରୀ ବିଭାଗ । ଚଢ଼ଉରେ ଜଟଣୀ ଏକ୍ସାଇଜ୍ ଟିମକୁ ମିଳିଛି ବଡ଼ ସଫଳତା । ଆଜି ସକାଳ ପ୍ରାୟ ୭ଟା ସମୟରେ ପିତାପଲ୍ଲୀ…

error: Content is protected !!