ଲୁହା ପ୍ଲେଟରେ ଚାପି ହୋଇ ମା’-ପୁଅ ମୃତ

ସୋର, ୧୦/୦୪: ଲୁହା ପ୍ଲେଟ୍‌ ବୋଝେଇ ଟ୍ରକ୍‌ରେ ଲିପ୍ଟ ମାଗି ଯିବା ହେଲା କାଳ। ହମ୍ପ୍ସରେ ଟ୍ରକ୍‌ ବ୍ରେକ୍ ମାରିବାରୁ ଲୁହା ପ୍ଲେଟ୍‌ରେ ଚାପି ହୋଇ ମା’ ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଭୟଙ୍କର ଅଘଟଣ ଘଟିଛି ସିମୁଳିଆ ଜାତୀୟ ରାଜପଥରେ।ଶ୍ୟାମସୁନ୍ଦରପୁରର…

ଧର୍ମଗଡ଼ ବୋଡ଼େନ ରାସ୍ତା ରେ ଏକ ଦୁଃଖ ଦାୟକ ଦୁର୍ଘଟଣା!!

ଆଜି ସକାଳ ପ୍ରାୟ 5 ଘଣ୍ଟା ସମୟରେ ଧର୍ମଗଡ଼ ବୋଡ଼େନ ରାସ୍ତା bear bar ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଦେଖିବାକୁ ମିଳିଛି l ଏହି ଦୁର୍ଘଟଣା ରେ ବାଲି ବୋଝେଇ ହାୱା ଗାଡି ଟି ଗୋଟିଏ ବାଇକ ଆରୋହୀ ଉପରେ…

ଟ୍ରାଭେଲ୍ସ ବସ୍‌ – ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ |

ନୂଆଦିଲ୍ଲୀ: ସକାଳେ ଆନ୍ଧ୍ର ପ୍ରଦେଶର ମାର୍କାପୁରମ୍ ଜିଲ୍ଲାରେ ଏକ ଘରୋଇ ଟ୍ରାଭେଲ୍ସ ବସ୍‌ ଏକ ଟିପ୍ପର ଟ୍ରକ ସହିତ ଧକ୍କା ହୋଇ ନିଆଁ ଲାଗିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସକାଳ ପ୍ରାୟ ୬ଟାରେ ହରିକୃଷ୍ଣ ଟ୍ରାଭେଲ୍ସର ବସ୍‌ଟି ତେଲେଙ୍ଗାନାର ନିର୍ମଳରୁ…

ସରକାରୀ ବସ୍ ସହିତ ବୁଲେଟ୍ ବାଇକ୍ ମୁହାମୁହିଁ ଧକ୍କା ,ତିନି ମୃତ ।

ଗଞ୍ଜାମ ସୋରଡା ଥାନା ପାଟପଲ୍ଲୀ ଗାଁ ନିକଟ ବାଉଁଶିଆ ଛକ ଠାରେ ସରକାରୀ ବସ୍ ସହିତ ବୁଲେଟ ବାଇକ୍ ମୁହାମୁହିଁ ଧକ୍କା ହୋଇଛି ।ଘଟଣା ସ୍ଥଳରେ ବୁଲେଟ ରେ ବସିଥିବା ତିନି ଜଣକ ମୃତ୍ୟୁ ହୋଇଛି ।ମୃତକ ମାନେ ହେଲେ ମାଣିଆକାଟି…

ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ମୃତ ୬ ଆହତ |

ବିଷମକଟକ,୧୫।୩: ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଏକ ଚାଉଳ ବୋଝେଇ ୪୦୭ ଭେନ ଏକ ସେତୁ ଉପରେ ଓଲଟି ପଡିଥିଲା ।…

error: Content is protected !!