ଥୁଆମୂଳ ରାମପୁରରେ ଅବକାରୀ ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ |

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲାରେ ଅବୈଧ ମହୁଲ ଚାଲାଣ ବିରୋଧରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ବିଭାଗ ପକ୍ଷରୁ କର୍ଲାପାଟ ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ୨୫ କୁଇଣ୍ଟାଲ ମହୁଲ ସହ ଏକ ପିକଅପ୍…

ଭଞ୍ଜନଗରରେ ଅଘଟଣ: ଜଳଭଣ୍ଡାରରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ |

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏକ ଶୋଚନୀୟ ଘଟଣା ଘଟିଛି। ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରବିବାର ୬ ଜଣ ସାଙ୍ଗ ମିଶି ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ…

ତାମିଲନାଡୁ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୮ ମୃତ, ଅନେକ ଗୁରୁତର |

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ରବିବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ କାରଖାନାରେ ପ୍ରାୟ ୩୦ ଜଣ…

ହର୍ମୁଜ ନିକଟ ସମୁଦ୍ରରେ ଖଞ୍ଜାଯାଇଛି ‘ସି-ମାଇନ୍ସ

ନୂଆଦିଲ୍ଲୀ, ୦୯/୦୪: ହର୍ମୁଜ ପ୍ରଣାଳୀ ଦେଇ ଟ୍ୟାଙ୍କର ପରିବହନ ପାଇଁ ନୂଆ ନିୟମ ଲାଗୁ। ତୈଳ ପରିବହନ ପାଇଁ ନୂଆ ନିୟମ ଲାଗୁ କଲା ଇରାନ। ପ୍ରତି ବ୍ୟାରେଲ୍ ଅଶୋଧିତ ତୈଳ ପାଇଁ ଦେବାକୁ ହେବ ୧ ଡଲାର। ବିଟ୍ କଏନ…

ନିଶା ମୁକ୍ତ ହେବ ଓଡ଼ିଶା : ଏପ୍ରିଲ ୧ରୁ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୧/୦୩ : ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ପୁଲିସ ପ୍ରଶାସନ । ଆସନ୍ତା ମାସରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ । ଲକ୍ଷ୍ୟ ରଖାଯାଇଛି ଆଗାମୀ ତିନି ବର୍ଷ ଭିତରେ ସଂପୂର୍ଣ୍ଣ ରାଜ୍ୟରୁ ନିଶା ଦ୍ରବ୍ୟର…

ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ |

ଭୁବନେଶ୍ୱର, ୨୧/୦୩ : ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ । ୩ ଦିନ ପରେ (ପରବର୍ତ୍ତୀ ୪ଦିନରେ) ପାରଦ ବଢ଼ିବା ସମ୍ଭାବନା ଅଛି ।…

ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା |

ଭୁବନେଶ୍ୱର, ୨୩/୦୩ : ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା । ୫୦୦ ପାଉଣ୍ଡ ଜୀବନ୍ତ ଆମେରିକୀୟ ବୋମା ଠାବ । ବୋମାକୁ ନିଷ୍କ୍ରିୟ ପାଇଁ ସେନାର ସହାୟତା ଲୋଡ଼ିଛି ପୁଲିସ । ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡର…

ସରକାରଙ୍କ ବଡ଼ ନିଷ୍ପତ୍ତି, ରାଜ୍ୟଙ୍କୁ ମିଳିବ ୨୦% ଅତିରିକ୍ତ ଗ୍ୟାସ.

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭାରତରେ ଏଲପିଜି ସମସ୍ୟା ସୃଷ୍ଟି ହୋଇଛି ।ଏହାରି ମଧ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୨୩ରୁ କମର୍ସିଆଲ ଏଲପିଜି ଯୋଗାଣକୁ ବଢ଼ାଇଛନ୍ତି। ରାଜ୍ୟକୁ ମିଳିବ ଅତରିକ୍ତ ୨୦ ପ୍ରତିଶତ ଗ୍ୟାସ। ଫଳରେ ପ୍ରିକାଇସିସ ସ୍ତର…

ଗଞ୍ଜାମରେ କଂଗ୍ରେସ ରାଜନୀତିରେ ଦେଖାଦେଇଛି ଭୟଙ୍କର ଭାଇଝଡ଼ |

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଦଳରୁ ନିଲମ୍ବନ କରିବା ପରେ, ଗଞ୍ଜାମ ଜିଲ୍ଲାରେ ଉଠିଛି ତୀବ୍ର ପ୍ରତିବାଦର ଲହରୀ।ଭକ୍ତ ଚରଣ ଦାସଙ୍କ ଏହି ନିଷ୍ପତ୍ତିକୁ ନେଇ ଦଳୀୟ କର୍ମୀ ଓ ନେତୃବର୍ଗ…

ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣା ଗ୍ରସ୍ତ:ଡ୍ରାଇଭର ଫେରାର |

ନବରଙ୍ଗପୁର ଜିଲ୍ଲାରୁ ଆସୁଛି ଏକ ଦୁର୍ଘଟଣାର ଖବର…ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ କିବେକଙ୍ଗା ଗ୍ରାମ ନିକଟରେ ଗୋରୁ ବୋଝେଇ ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।ସୂଚନା ଅନୁସାରେ, ଗାଡିଟି ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଇଲେକ୍ଟ୍ରିକ୍ ପୋଲକୁ ଧକ୍କା ଦେଇ…

error: Content is protected !!