ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର |

ଝରିଗାଁ: ଘରର ଆର୍ଥିକ ସ୍ଥିତି ଠିକ ନଥିବା ଯୋଗୁଁ ଜଣେ ଦଶମ ଶ୍ରେଣୀର ଛାତ୍ର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି। ଫଳରେ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାରି ନାହାଁନ୍ତି। ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ…

୨୦ତମ ଭବ୍ୟ ତୋଷାଳୀ ମେଳାର ୧୧ ତମ ସନ୍ଧ୍ୟାରେ କୃତି ପ୍ରତିଯୋଗୀ ପୁରସ୍କୃତ |

ଭୁବନେଶ୍ୱର : ସ୍ଥାନୀୟ ଜନତା ମୈଦାନ ଠାରେ ୨୦ତମ ଭବ୍ୟ ତୋଷାଳୀ ମେଳାର ୧୧ତମ ସନ୍ଧ୍ୟାରେ ମାନ୍ୟବର ସମବାୟ, ହସ୍ତ ତନ୍ତ, ବୟନ ଓ ହସ୍ତ ଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଉପସ୍ଥିତ ରହି କାରିଗର ଓ ଶିଳ୍ପୀ ମାନଙ୍କୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

ନୂଆଦିଲ୍ଲୀ: ସାରା ବିଶ୍ୱ କୃତ୍ରିମ ବୁଦ୍ଧିମତ୍ତାକୁ ଏକ ଡେଟା ଆଲଗୋରିଦିମ ବା ସ୍ୱୟଂଶାସିତ ବଳ ଭାବେ ଦେଖୁଥିବା ବେଳେ ଭାରତ ଏଥିରେ ମାନବିକ ଆକାଂକ୍ଷା ଓ ନୈତିକତାର ସମ୍ପ୍ରସାରଣକୁ ଦେଖୁଛି। ଭାରତର ଏହି ଆଭିମୁଖ୍ୟ ଏଆଇ ଉପଯୋଗ କ୍ଷେତ୍ରରେ ଏକ ନୂତନ ମୋଡ଼…

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ |

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଜାତୀୟ ମୂଦ୍ରୀକରଣ ପାଇପଲାଇନର ଦ୍ୱିତୀୟ ସଂସ୍କରଣକୁ ଶୁଭାରମ୍ଭ କରିଛନ୍ତି। ଏହା ହେଉଛି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ସମ୍ପତ୍ତି ମୁଦ୍ରୀକରଣ କାର୍ଯ୍ୟକ୍ରମ। ନୀତି…

ଭିଡ଼ରେ ଫସିଲେ ଅଭିନେତ୍ରୀ ସାଇ ପଲ୍ଲବୀ. |

କୋଚି: କେରଳର କୋଚିରେ ଫିଲ୍ମଫେୟାର ସାଉଥ୍ ପୁରସ୍କାରରେ ଯୋଗଦେବା ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ପହଞ୍ଚିଥିଲେ। କୋଚିରେ ପହଞ୍ଚିବା ପରେ ସେଠାରେ ତାଙ୍କ ପ୍ରଶଂସକ ଓ ଫଟୋଗ୍ରାଫର ମାନେ ସାଇ ପଲ୍ଲବୀଙ୍କୁ ଘେରି ଯାଇଥିଲେ।ତେବେ ପ୍ରବଳ ଭିଡ଼ ଜମିଯିବାରୁ…

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ |

ଟାଙ୍ଗୀ ଚୌଦ୍ବାର ବ୍ଲକ କହ୍ନେଇପୁର ପଞ୍ଚାୟତ ଆଞ୍ଜୁଆ ଗ୍ରାମସ୍ଥ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ବନ୍ଦନା କଳା ନିକେତନର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରଦ୍ଧାଞ୍ଜଳୀ ମହାପାତ୍ରଙ୍କ ପୈାରହିତରେ ଏବଂ ସମ୍ପାଦକ ଗଙ୍ଗାଧର ବେହେରାଙ୍କ ସଂଯୋଜନାରେ…

ନିର୍ମାଣ ଶ୍ରମିକ ମାନଙ୍କୁ  ୨୬ କୋଟି  ସହାୟତା |

ଦେଶ ତଥା ରାଜ୍ୟର ସମୃଦ୍ଧି କ୍ଷେତ୍ରରେ ଶ୍ରମିକ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି।ରାଜ୍ୟ ସରକାର କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି l ସବୁବେଳେ ଶ୍ରମିକ ମାନଙ୍କର ସାମାଜିକ,ଅର୍ଥନୈତିକ ବିକାଶ ଉପରେ ସରକାର ଗୁରୁତ୍ୱ…

ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲା: ୫ ବିଦ୍ୟାଳୟ କର୍ମଚାରୀ ଗିରଫ, ଶିକ୍ଷୟିତ୍ରୀ ମଧ୍ୟ ସାମିଲ

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଓଳାଭର ଅଞ୍ଚଳରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ ମାମଲାରେ ୩ଜଣ ଶିକ୍ଷକ ଏବଂ ଜଣେ ପିଅନ ଗିରଫ ହୋଇଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଜଣେ ଶିକ୍ଷୟିତ୍ରୀଙ୍କ ମଧ୍ୟ…

ପରମ୍ପରାର ନୂତନ ଅଧ୍ୟାୟ, ମେଲାନିଆ ଟ୍ରମ୍ପ ରଚିଲେ ଇତିହାସ: ସ୍ମିଥସୋନିଆନ୍ ମ୍ୟୁଜିୟମ୍‌କୁ ଦାନ କଲେ ନିଜର ଏହି ପ୍ରିୟ ଜିନିଷ

ଓ୍ବାଶିଂଟନ୍,୨୧।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଆମେରିକୀୟ କାରିଗରୀଙ୍କୁ ସମ୍ମାନ ଜଣାଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ୨୦୨୫ରେ ଶପଥ ଗ୍ରହଣ ଉତ୍ସବରେ ପିନ୍ଧିଥିବା ତାଙ୍କର ଐତିହାସିକ ଗାଉନ୍ ସ୍ମିଥସୋନିଆନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଆମେରିକୀୟ ହିଷ୍ଟ୍ରିକୁ ଦାନ କରିଛନ୍ତି।…

ରାଜ୍ୟସଭା ନିର୍ବାଚନ: ଗୋଟିଏ ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ |

ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିଶ୍ଚିତ ଭାବେ ଜଣେ ପ୍ରାର୍ଥୀ ଦିଆଯିବ। ସେ ସ୍ୱୀକାର କରିଛନ୍ତି ଯେ କଂଗ୍ରେସ ପାଖରେ ନିଜେ ଜିତିବା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି। ତେବେ ଗଣତନ୍ତ୍ରକୁ ସୁରକ୍ଷିତ…

error: Content is protected !!