ମନରେଗା କୁ ନେଇ ସରକାର ଙ୍କୁ ଘେରିଲା କଂଗ୍ରେସ |

ମନରେଗା କର୍ମ ନିଯୁକ୍ତି ଯୋଜନା ଓ ଟିପିଶିଓଡ଼ିଏଲ୍ ର  ସ୍ମାଟ୍ ମିଟର କାର୍ଯ୍ୟକାରୀ ବନ୍ଦ କରିବା ଦାବିରେ ସରକାରଙ୍କୁ ଘେରିଲା  କଂଗ୍ରେସ। ଏଥି ନିମନ୍ତେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମସ୍ତ ବରିଷ୍ଠ କଂଗ୍ରେସ ନେତା,ଯୁବ,ଛାତ୍ର,ମହିଳା କଂଗ୍ରେସ ର୍କମୀ  ପି.ସି.ସି ଓ ଏ.ଆଇ.ସି.ସି ଙ୍କ ନିର୍ଦ୍ଦେଶ କ୍ରମେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । କଟକ ଜିଳ୍ଲାର ବିଭିନ୍ନ ବ୍ଲକ ରୁ ବହୁ ସଂଖ୍ୟାରେ  କଂଗ୍ରେସ କର୍ମୀ ମାନେ ଯୋଗ ଦେଇ ନାରା ବାଜି କରିଥିଲେ।  ଜିଲ୍ଳା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯାଇ  ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଥିଲେ

ଭିଡିଓ ଦେଖନ୍ତୁ :——

Leave a Reply

Your email address will not be published. Required fields are marked *

error: Content is protected !!