ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ଶାଳ ଗାଁ ଗ୍ରାମପଞ୍ଚାୟତ ଅଧୀନ ଟାଙ୍ଗୀ ଥାନା ରାମଚନ୍ଦ୍ରପୁର ଗ୍ରାମରେ ଆଜି ପ୍ରାୟ ଦିବା ଏଗାର ଘଟିକା ସମୟରେ ଗ୍ରାମର hurdananda swain,ସଦାନନ୍ଦ ସ୍ୱାଇଁ,ବିଚିତ୍ରାନନ୍ଦ ସ୍ୱାଇଁ ପିତା,ଗନ୍ଧର୍ବ ସ୍ବାଇଁ ଙ୍କ ପାଞ୍ଚ ବଖରା ଘର ପ୍ରାୟ ଦିବା ଏଗାର ଘଟିକା ସମୟରେ ଇଲେକ୍ଟ୍ରିକାଲ ସର୍ଟ ସର୍କିଟ ଯୋଗୁଁ ପାଞ୍ଚ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଗଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ ମଧ୍ୟ ସବୁ ଆଶ ବାସ ସୁନା,ଧାନ,ପୋଡ଼ି ନଷ୍ଟ ହୋଇ ଯାଇ ଥିଲା,ଘଟଣା ସ୍ଥଳରେ ଶାଳ ଗାଁ ଗ୍ରାମପଞ୍ଚାୟତ ସରପଞ୍ଚ,ପବିତ୍ର ମୋହନ ଉପାଧ୍ୟାୟ,ସମିତି ସଭ୍ୟା ଙ୍କ ପ୍ରତିନିଧି ମୋନାଜ କୁମାର ବେହେରା ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି।
ଭିଡିଓ ଖବର ଦେଖନ୍ତୁ ……..
