ଆଠଗଡରେ ବଡ଼ ଚଢ଼ାଉ, ୯ ଟ୍ରକ ଜବତ |

ଆଠଗଡ :-ଆଠଗଡ ପୋଲିସ ଓ ପ୍ରଶାସନ ର ମିଳିତ ଯାଞ୍ଚ କରାଯାଇ ବେଆଇନ ସହ ଓଭର ଲୋଡିଂ ଭାବେ ଚାଲାଣ ହେଉଥିବା 9 ଗୋଟି ଟ୍ରକ ସମେତ ଗୋଟିଏ ଟ୍ରାକଟର ଜବତ କରାଯାଇଛି | ଆଠଗଡ
ଉପଜିଲ୍ଲାପାଳ ନିଜେ ଉପସ୍ଥିତ ରହି ପୋଲିସ ସହାୟତା ରେ ଆଠଗଡ ରାସ୍ତାରେ ଯାଞ୍ଚ କରାଯାଇ ଏହି ଗାଡି ଗୁଡିକୁ ଜବତ କରାଯାଇଛି | ଏହି ଗାଡି ଗୁଡିକର କାଗଜ ପତ୍ର ସମ୍ପୂର୍ଣ ଯାଞ୍ଚ କରିବା ପାଇଁ କଟକ ଆର ଟି ଓ ଅଧିକାରୀ ସୂଚନା ଦିଆଯିବ ସହ ଯାଞ୍ଚ ପରେ ଫାଇନ ଆଦାୟ କରାଯିବ ବୋଲି ସହକାରୀ ଉପଜିଲ୍ଲାପାଳ କହିଛନ୍ତି | ଆଠଗଡ ଉପଖଣ୍ଡ ତିଗିରିଆ ଅଂଚଳରୁ ପ୍ରତ୍ୟକ ଦିନ ସହ ଓଭର ଲୋଡ଼ିଂ ଟ୍ରକ ଯାଉଥିବା ଜନସାଧାରଣ ଙ୍କ ପକ୍ଷରୁ ଅଭିଯୋଗ ହେଇଆସୁଥିଲା |

ଭିଡିଓ ଖବର ଦେଖନ୍ତୁ :-

Leave a Reply

Your email address will not be published. Required fields are marked *

error: Content is protected !!