ନୂଆଦିଲ୍ଲୀ, ୨୧/୨ : ମୋ ସ୍ବାମୀକୁ ସେହି ନାଚବାଲି ଫସେଇ ଦେଇଛି । ତାକୁ ଧରି ଫେରାର ହୋଇଗଲେ । ତାଙ୍କ ଜୀବନ ପ୍ରତି ବିପଦ ଅଛି । ମୁଁ ଏବେ କରିବି କ’ଣ ? ଜଣେ ନବବିବାହିତା ମହିଳା ଆଣିଛନ୍ତି…
ଛତ୍ରପୁର,୨୧/୨ ସଂଘବଦ୍ଧ ଭାବେ ଆର.ରାଜା ରାଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଛତ୍ରପୁର ପୁଲିସ । ୨୪ଘଂଟା ନପୁରୁଣୁ ଏହି ଘଟଣାରେ ତିନି ଜଣକୁ ଗିରଫ ସହ ହତ୍ୟା ସମୟରେ ବ୍ୟବହାର ହୋଇଥିବା ଖଣ୍ଡା ଓ ୨ ଠେଙ୍ଗାକୁ ଜବତ କରିଛି…
ଢେଙ୍କାନାଳ (୨୧/୦୨/୨୦୨୬) ଢ଼େଙ୍କାନାଳ ଜିଲ୍ଲା ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଜାନୁଆରୀ ମାସରେ ଜିଲ୍ଲାରେ ଅଧିକ ଦୁର୍ଘଟଣା ଘଟିଥିବା ଯୋଗୁଁ ସମସ୍ତ ହମ୍ପସକୁ…
ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ଓ ଆତ୍ମରକ୍ଷା କୌଶଳ ବିକାଶ ଉଦ୍ଦେଶ୍ୟରେ ୫ ଫେବୃଆରୀରୁ ୧୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଡ଼ଃ ତୃପ୍ତି ମୟୀ ସାହୁ ସମନ୍ୱୟ କରିଥିଲେ।୧୭ ଫେବୃଆରୀ ୨୦୨୬…
କଟକ ଜିଲ୍ଲା ରେ ଚାଲିଥିଲା ଅଫିମ ଚାଷ, ଦିନ କେଇଟା ପରେ ହୋଇଥାନ୍ତା ଅଫିମ ଅମଳ | ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ ର ସ୍ୱତନ୍ତ୍ର ମିଳିତ ଟିମ | ଗୋଟିଏ କି ଦୁଇଟି ନୁହେଁ ନଷ୍ଟ କଲା…
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ବସୁଲେଇ ପଞ୍ଚାୟତ ସରପଞ୍ଚ ଅଶାନ୍ତି ରାଉତଙ୍କ ନେତୃତ୍ୱରେ ମଦ ମୁକ୍ତ ବସୁଲେଇ ଗ୍ରାମ ଅଭିଯାନ ଆରମ୍ଭ ହୋଇଛି। ବୁଧବାର ପଞ୍ଚାୟତର ପ୍ରାୟ ୮୧ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା…
କଟକ ସହର ଦିନକୁ ଦିନ ଅଶାନ୍ତ ହୋଇପଡିଛି। ଚୋରୀ, ଡକାୟତ, ରାହାଜାନୀ, ଖଣ୍ଡା, ଭୁଜାଲି ,ବୋମା ଆକ୍ରମଣ ଏବଂ ଗୁଳିକାଣ୍ଡ ଭଳି ଅପରାଧ ଘଟି ଚାଲିଛି, ପୋଲିସର ନିଷ୍କ୍ରିୟତା ଯୋଗୁଁ ଏବେ କଟକବାସୀ ଭୟଭୀତ । ମଧୁପାଟଣା ଥାନା ନୂଆପଡା ପ୍ରେସ…
ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଂଚାୟତ ମିଶ୍ରଣକୁ ନେଇ ସରକାରଙ୍କ ପ୍ରକ୍ରିୟା ଲାଗି ରହିଛି । ଏହାକୁ ପ୍ରକ୍ରିୟାକୁ ସମର୍ଥନ ଜଣାଇ ଗୁରୁବାର ୫ଟି ପଂଚାୟତର ଜନସାଧାରଣ ଗଞ୍ଜାମ…
ଆଜି ଅପରାହ୍ନ ୪ ସମୟରେ ଜାତୀୟ ରାଜପଥ ୧୬ ନମ୍ବର ମଙ୍ଗୁଳି ଛକ ନିକଟରେ ଏକ କଣ୍ଟେନର ଟ୍ରକ୍ ଟି ଜଳିବାକୁ ଲାଗିଲା ଅଳ୍ପ ସମୟ ମଧ୍ୟରେ ପୁରା ଟ୍ରକ୍କୁ ନିଆଁ ବ୍ୟାପି ଯାଇଥିଲା। ପରେ ଚାଉଳିଆଗଞ୍ଜ Fire Station ର…
-ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ନେତା ଏବେ ଗାଁ ମୁଖା ହେଲେଣି। ଏହି ପରିପେଖିରେ କଟକ ସଦର ୪୨-ମୌଜାରେ, ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ଆୟୋଜିତ ସମ୍ବର୍ଧନା ଉତ୍ସବରେ ଯୋଗ ଦେଇଥିଲେ ବରିଷ୍ଠ ନେତା ଗୋଲେଖ ମହାପାତ୍ରଙ୍କ ସହ ଭାଜପା…