ପୁରୀ ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବୈଦିକ ରୀତିନୀତିରେ ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନ ପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଶ୍ରୀ…
ପୁରୀରେ ଆରମ୍ଭ ହୋଇଯାଇଛି ଅଖିଳ ଭାରତ ଯୁବ ସଂଘ, ଏଆଇଓ୍ଵାଇଏଫ୍ ପକ୍ଷରୁ ସର୍ବଭାରତୀୟ ଯୁବ ମହିଳା କନଭେନଶନ।ପୁରୀ ସହର ସ୍ଥିତ ସଂସ୍କୃତି ଭବନରେ ଅମୁଥା ଜୟଦୀପଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟ କନଭେନଶନ ଆରମ୍ଭ ହୋଇଛି।ଏହି କନଭେନଶନକୁ କର୍ମବୀର ଵାଧନୀ ଉଦଘାଟନ କରି…
ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଦାୱାଡ଼ା ପଞ୍ଚାୟତଠାରେ ଆଜି ଏକ ବିଶାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଏବଂ ବନଖଣ୍ଡ ଅଧିକାରୀ…
କଟକ : ପବିତ୍ର ରମଜାନ ମାସ ଦାନ, ଧର୍ମ ଓ ପୁଣ୍ୟର ମାସ ଭାବେ ପରିଚିତ। ଏହି ପବିତ୍ର ସମୟରେ ସମାଜରେ ଭାଇଚାରା, ସହଯୋଗ ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ପାଇଁ କଟକର ସାମାଜିକ ସଂଗଠନ ବିଦ୍ୱାନ ଏକ ଅଭିନବ…
ରାଇରଙ୍ଗପୁର/କରଞ୍ଜିଆ: କାଳବୈଶାଖୀର ତାଣ୍ଡବ ଆଜିମୟୂରଭଞ୍ଜଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଦେଖିବାକୁ ମିଳିଛି। କାଳବୈଶାଖୀର ଉଗ୍ରରୂପ ପ୍ରାୟ ୪୩ ବର୍ଷ ପୁରୁଣା ଦିନକୁ ମନେ ପକାଇ ଦେଇଛି। ଅର୍ଥାତ ୧୯୮୨ ମସିହାରେ ହୋଇଥିବାକାଳବୈଶାଖୀଯେଉଁଭଳି ଭାବେ ଏହି ଅଞ୍ଚଳରେ ଉଗ୍ରରୂପ ଦେଖାଯାଇଥିଲା, ଆଜି ସେହିଭଳି ପରିସ୍ଥିତି…
ନୂଆଦିଲ୍ଲୀ,୧୫।୩; ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଛି। ବିଶେଷକରି, ହରମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳରେ ବାଧା ସୃଷ୍ଟି ହେବା ଯୋଗୁଁ ଶକ୍ତି କ୍ଷେତ୍ର…
କରଞ୍ଜିଆ, ୧୫।୩ : କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ। ମାତ୍ର ୧୦ ମିନିଟ୍ ତାଣ୍ଡବରେ କରିଦେଲା ଛାରଖାର। ଉଡାଇଲା ଘରର ଛପର ଓ ଗାଡି। ଏପରିକି କାଳବୈଖାଖୀ ପ୍ରଭାବରେ ଏକ ଅଟୋ ଓ ସ୍କୁଟିକୁ ଉଡି ପୋଖରୀରେ ପଡିଥିଲା। ଏଥିରେ ୨ ଜଣଙ୍କ…
ଭୁବନେଶ୍ୱର: ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବ ନମୋ ଭାରତ ଟ୍ରେନ। ଭୁବନେଶ୍ୱର ଓ କଟକ ମଧ୍ୟରେ ଯାତାୟାତ ଲାଗି କେନ୍ଦ୍ର ସରକାର ନମୋ ଭାରତ ନାମକ ବିକଳ୍ପ ଦ୍ରୁତ ରେଳ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି।ଟ୍ୱିନସିଟିରେ ସାଧାରଣ ପରିବହନ ସେବାକୁ ମଜଭୁତ କରିବା…