ଗାଁ ପାଖରେ ହାତୀ ପଲ |

ଜଙ୍ଗଲ ନଷ୍ଟ କଲେ ଏ ପରି ଭାବରେ ହଇରାଣ ହେବାକୁ ପଡେ ଯାହା ଆଜି ସକାକୁ ସକାଳୁ ଦେଖିବାକୁ ମିଳିଛି ଆଠଗଡ଼, ଜଙ୍ଗଲ ଛାଡି ଏବେ ଗାଁ ମୁଁହା ହାତୀ ପଲ, ଗାଁ ପାଖ ରେ ହାତୀଙ୍କୁ ଦେଖି ଲୋକେ ଆତଙ୍କିତ,…

Harsikamedia :-Epapaer

ସୁନା ଦୋକାନର କର୍ମଚାରୀଙ୍କୁ ଗୁଳିମାଡ଼ |

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ମାଲୁଦ ଫାଣ୍ଡି ନିକଟସ୍ଥ ରାଜା ବଜାରରେ ପାତ୍ର ଜୁଏଲାରୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗୁଳିମାଡ଼ ନେଇ ବଜାରରେ ବ୍ୟବସାୟୀମାନେ ଭୟଭୀତ ହୋଇପଡିଛନ୍ତି | ରାତି ୯ ଘଣ୍ଟା ସମୟରେ ସୁନା ଦୋକାନରେ ବ୍ୟବସାୟ କରୁଥିବା କର୍ମଚାରୀ ମଲେଶ୍ୱରୀ ଗ୍ରାମର…

ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ: ଏଥର ଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ |

ବାଣପୁର: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳ ପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା’ଭଗବତୀଙ୍କ ଚ଼ାଚ଼େରୀ ଖିଆ ଏକ ନିଆରା ପରମ୍ପରା। ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ମା’ଙ୍କ ମନ୍ଦିର ସହିତ ସଂଶ୍ଳିଷ୍ଟ ଛଅ ବ୍ରାହ୍ମଣ ଶାସନରୁ ଅଚ୍ୟୁତ ରାଜପୁର, ଶ୍ରୀନିବାସପୁର, ତୁଳସୀଦେଇପୁରରେ ଚ଼ାଚ଼େରୀରେ…

ରାଜନଗର ଚାଷୀ ମୃତୁ୍ୟ ନୁହେଁ ଏହା ବ୍ୟବସ୍ଥାଗତ ହତ୍ୟା:ଓଡିଶା କୃଷକ ସଭା |

 ଓଡିଶା କୃଷକ ସଭା, କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ଆଜି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ସେବା ସମବାୟ ସମିତି, ଈଶ୍ୱରପୁର ଅଧିନସ୍ଥ ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକଙ୍କର ମୃତ୍ୟୁ ନୁହେଁ…

କିଡନୀ ରୋଗୀଙ୍କୁ ସହାୟତାର ହାତ ବଢାଇଲା ବାନ୍ଛାନିଧି ଟ୍ରଷ୍ଟ |

 ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କିଡନୀ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଂଚାୟତର ବାଲିଆ ଗ୍ରାମର ନୃସିଂହ ଚରଣ ନାୟକଙ୍କ ପୁତ୍ର ଦିପକ କୁମାର ନାୟକ କିଡନୀ…

ଟାଟାନଗର ରେଳ ଷ୍ଟେସନର ନାମ ‘କାଳିମାଟି’ ଥିଲା |

ଆଜି ଟାଟାଙ୍କ ଜନ୍ମଦିନ। ଟିସ୍କୋ (ବର୍ତ୍ତମାନର ଟାଟା ଷ୍ଟିଲ୍)ର ଜାମସେଦପୁର ତଥା ଏହାର ବିଭିନ୍ନ ଖଣି ଅଂଚଳ ଗୁଡିକ ପାଇଁ ଏକ ସ୍ମରଣୀୟ ଗୁରୁତ୍ୱପୂର୍ଣ୍ଣ ଦିବସ। କାରଣ ଭାରତ ତଥା ଏସିଆର ପ୍ରଥମ ସମନ୍ୱିତ ଲୌହ ଓ ଇସ୍ପାତ ଶିଳ୍ପର ପ୍ରତିଷ୍ଠାତା,…

ବଳଙ୍ଗା ଥାନାରେ ” ଆମ ପୋଲିସ ” ବୈଠକ ଅନୁଷ୍ଠିତ.

ପୁରୀ ଜିଲ୍ଲା ପିପିଲି ଏସଡିପିଓ ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ବଳଙ୍ଗା ଥାନାରେ ଶୁକ୍ରବାର ଦିନ ” ଆମ ପୋଲିସ ବୈଠକ ଆନୁଷ୍ଠାନିକ ଭାବରେ ଅନୁଷ୍ଠିତ ହୋଇ ଯାଇ ଅଛି. ଏଥିରେପିପିଲି ଏସ ଡିପିଓ ଦେବାଶିଷ ମିଶ୍ର ଯୋଗ ଦେଇ ଥିବା…

ନିଯୁକ୍ତିମେଳା ନାଁ ରେ ତାମସା ଓ ପ୍ରହସନ |

ଝାରସୁଗୁଡା ଏମସିଏଲ ଅଡିଟରୀୟମ ରେ ଗତକାଲି ଚାଲିଥିଲା ନିଯୁକ୍ତି ମେଳା। ଦିନକ ଆଗରୁ ଝାରସୁଗୁଡା ବିଧାୟକ ଓ ଜିଲ୍ଲାପାଳ ଙ୍କ ଦ୍ୱାରା ଏନେଇ ଆସିଲା ଭିଡିଓ। ପରଦିନ ରାଜସ୍ୱମନ୍ତ୍ରୀ ଙ୍କ ଉଚ୍ଚାଭିଳାଷ ପୂର୍ଣ୍ଣ ମିଳିଲା ବାଇଟ। ହେଲେ ସମସ୍ତେ ଭୁଲିଗଲେ ଆଶାୟୀ…

ଅଭାବି ଧାନ ବିକ୍ରି ଅଘୋଷିତ କଟନୀ ଛଟନିକୁ ନେଇ ବାସୁଦେବପୁର କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ।ଅଭାବି ଧାନ ବିକ୍ରି ଅଘୋଷିତ କଟନୀ ଛଟନିକୁ ନେଇ ବାସୁଦେବପୁର କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ।

ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାସୁଦେବପୁର କଂଗ୍ରେସ କାର୍ଯ୍ୟାଳୟରୁ ଏକ ବୃହତ୍ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ବଜାର ପରିକ୍ରମା କରିଥିଲା। ପରେ ତହସିଲ କାର୍ଯ୍ୟାଳୟ…

error: Content is protected !!