ରାୟଗଡା ରାଜ୍ୟସରକାର ଙ୍କ ଉପରେ ଗର୍ଜିଲେ ବିଜୁ ଜନତା ଦୋଳ ପକ୍ଷରୁ ଚାଷିମାରଣ ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପ୍ରତିଶ୍ରୁତି, ଧାନ ଟୋକେନ,ଖିଲାପୀ ବିରୁଦ୍ଧରେ ରାୟଗଡ଼ ସଦରମହକୁମା ସ୍ଥିତ କପିଳାସ ହୋଟେଲ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଉପରୋକ୍ତ…
ବଲାଙ୍ଗିର ଜିଲ୍ଲାର ବହୁ ଚର୍ଚ୍ଚିତ ବିବାଦ ତଥା ଓଡ଼ିଶାର ଯାତ୍ରା ଜଗତରେ ବିବାଦରେ ରହିଥିବା ଅଭିନେତ୍ରୀ ନିଶା ମହାରଣା ଆଜି ବଲାଙ୍ଗିର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଆଜି ମଧ୍ୟାହ୍ନରେ ସେ ତାଙ୍କ ଓକିଲଙ୍କ ସହିତ ଆସି ଆତ୍ମ ସମର୍ପଣ କରିଥିଲେ…
ଆସନ୍ତା ୧୯ରେ ମାଟ୍ରିକ୍ ପରୀକ୍ଷା । ଏଥିପାଇଁ ସମ୍ବଲପୁର ଜୋନର ୯ଟି ଜିଲ୍ଲାର ୧,୧୪୧ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧ ଲକ୍ଷ ୨୫ ହଜାର ୩୨୭ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ । ଏଥିପାଇଁ ପରିଷଦ କାର୍ଯ୍ୟାଳୟକୁ ପରୀକ୍ଷାର୍ଥୀଙ୍କ…
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ବହଳପଦର ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ସେ ଉକ୍ତ ଅଞ୍ଚଳର ଏକ ହାଇସ୍କୁଲରେ ଦଶମ…
ସୋନପୁର ଜିଲ୍ଲାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ପୋଲିସର କଡା ପଦକ୍ଷେପ । ବିଭିନ୍ନ ସ୍ଥାନରେ ଚଢାଉ କରି କଫ ସିରଫ ଜବତ କରୁଛି ପୋଲିସ୍। ବରଗଡ ଜିଲ୍ଲା ଅଂଚଳରୁ ସୋନପୁର ଦେଇ ଚାଲାଣ ହେଉଥିବାବେଳେ ୯ ହଜାର ବୋତଲ…
ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ବହୁ ମାତ୍ରାରେ ଅଫିମ ଚାଷ ନଷ୍ଟ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗର ମିଳିତ ଅପରେସନରେ କୋଇଡ଼ାର କୁସୁମଡିହ ଅଞ୍ଚଳରେ ୯ ଏକରରୁ ଅଧିକ ଜମିରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି । ଯାହାର…
ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି କହିଲେ ସମବାୟ ମନ୍ତ୍ରୀ।ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି।କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି କହିଲେ ମନ୍ତ୍ରୀ। ଗତ ବର୍ଷ ୫ ଶହ କ୍ବିଣ୍ଟାଲ ବିକିଥିଲେ, ଏଥର କ୍ୟାପ୍ସ ହୋଇଥିବାରୁ…
ଭୁବନେଶ୍ୱରରେ ବିବାହ ମଣ୍ଡପରୁ କନ୍ୟାର ଗିଫ୍ଟ ଚୋରି କରି ଚମ୍ପଟ୍।ଗିଫ୍ଟ ବ୍ୟାଗରେ ଥିବା ସାଢ଼େ ୩ ଲକ୍ଷ ଟଙ୍କା ନେଇ ଚୋର ଛୁ। ବରଯାତ୍ରୀ ବେଶରେ ଆସି ଚମ୍ପଟ୍ ମାରିଲେ, ସିସିଟିଭିରେ ରେକର୍ଡ।ନୟାପଲ୍ଲୀ ଥାନାରେ ଅଭିଯୋଗ କଲେ କନ୍ୟାପକ୍ଷ। ଖବର ଅନୁଯାୟୀ,…
ଢେଙ୍କାନାଳଜିଲ୍ଲା କଙ୍କଡାହାଡ଼ ଥାନା ଇଲାକା ମରୁଆବିଲ ପଞ୍ଚାୟତ କମ୍ପୁଲେଇ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛିl ପାରିବାରିକ କଳହରୁ ନିଜର ଜନ୍ମିତ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପାl ମୃତକ ହେଲେ କ୍ଷୀରୋଦ ସାହୁ(୨୬)। ହତ୍ୟାକାରୀ ବାପା ବିଭୁତି ସାହୁ(୫୫)। ପରିବାର…