ଫେକ୍‌ ଚାଷୀ ବଦ୍‌ନାମ କରୁଛନ୍ତି: ସମବାୟ ମନ୍ତ୍ରୀ

ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ଚାଲିଛି କହିଲେ ସମବାୟ ମନ୍ତ୍ରୀ।ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି।କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି କହିଲେ ମନ୍ତ୍ରୀ। ଗତ ବର୍ଷ ୫ ଶହ କ୍ବିଣ୍ଟାଲ ବିକିଥିଲେ, ଏଥର କ୍ୟାପ୍ସ ହୋଇଥିବାରୁ ଅସୁବିଧା।୧୫ ଦିନ ଟୋକେନ୍‌ ଅବଧି ବୃଦ୍ଧି କରାଯାଉଛି।ମିଲରଙ୍କ ପାଖରେ ଜାଗା ନ ଥିବାରୁ ଧାନ କିଣା ପ୍ରକ୍ରିୟା ଧିରେ ହେଉଛି।ସରକାରଙ୍କୁ ବଦ୍‌ନାମ କରିବାକୁ ଫେକ୍‌ ଚାଷୀ ଚେଷ୍ଟା କରୁଛନ୍ତି।ସେଥିରେ ସେମାନେ ସଫଳ ହେବେନି, ସମସ୍ତଙ୍କ ଧାନ ଉଠିବ।

Leave a Reply

Your email address will not be published. Required fields are marked *

error: Content is protected !!