ମାଆ ଓ ବାପା—ଏଇ ବିଶ୍ୱ ସୃଷ୍ଟିର ଅମୂଲ୍ୟ ଅଂଶ।ମାତା–ପିତାଙ୍କ ବିନା ଜୀବନ ଓ ସଂସାରର ଅର୍ଥ ଅସମ୍ପୂର୍ଣ୍ଣ।କିନ୍ତୁ ଆଧୁନିକତାର ଦୌଡ଼ରେଆଜିର ସମାଜରେ ଅନେକ ସନ୍ତାନନିଜ ମାଆ–ବାପା, ମାତୃଭାଷା ଓ ଭିଟାମାଟିକୁଅଲୋଡ଼ା ଭାବି ଦୂରେଇ ଯାଉଥିବା ଦେଖାଯାଉଛି।ଯେଉଁ ମାଆ–ବାପା ନିଜ ରକ୍ତ–ଘାମ ଝରାଇସନ୍ତାନକୁ…
ଗଞ୍ଜାମ ଶିକ୍ଷା ଜିଲ୍ଲା ଅନ୍ତର୍ଗତସୋରଡ଼ା ଗୋଷ୍ଠୀ ଶିକ୍ଷା ନିୟନ୍ତ୍ରଣାଧୀନସନ୍ଧିକେନ୍ଦୁ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେଶତବାର୍ଷିକୀ ଉତ୍ସବ ଉତ୍ସାହ ଓ ଆଡମ୍ବର ସହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅରୁସରଣ ନାୟକଙ୍କ ତତ୍ୱାବଧାନରେଆୟୋଜିତ ଏହି କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି…
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବାଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଖେଳପଡ଼ିଆରେBorder Security Forceର ୧୧୦ ବାଟାଲିଅନ ପକ୍ଷରୁ ଏକ ବୃହତ୍ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି।ଏହି ଅବସରରେ ଏକ ମୁକ୍ତ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେପାଞ୍ଚଶହରୁ ଅଧିକ…
ଆସନ୍ତା ୧୫ରେ ଲଘୁଚାପ ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ଆଶଙ୍କା ରହିଛି । ପୂର୍ବ ଭାରତ ମହାସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ମହାସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ରହୁଛି । ଯାହା ସମୁଦ୍ର ପୃଷ୍ଠରୁ ୫.୮…
ଦାରିଙ୍ଗବାଡି, ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି । ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ ଆର୍ଥିକ ପରିସ୍ଥିତି ବଢିବାରେ ଲାଗିଛି । ସେପଟେ ନିଶାସକ୍ତ ଲୋକଙ୍କ ପରିବାର ସର୍ବସ୍ୱ ହରାଉଛି । ଅଧିକାଂଶ…
ବ୍ରହ୍ମପୁର: ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗରେ ଆଜି ଜଣେ ଅବକାରୀ ଏଏସ୍ଆଇ ଗିରଫ ହୋଇଛନ୍ତି। ଅଭିଯୁକ୍ତ ସୁରେନ୍ଦ୍ର ପ୍ରଧାନ ଏବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ଥାନାରେ କାର୍ଯ୍ୟରତ। କିଛିଦିନ ତଳେ ସେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା କାର୍ଯ୍ୟାଳୟରୁ ସେଠାକୁ…
ବ୍ରହ୍ମପୁର,): ଗଞ୍ଜାମ ଜିଲା ଧରାକୋଟ ଥାନା ଅଞ୍ଚଳରେ ଏକ ଶିଶୁପୁତ୍ର ସହ ଅପ୍ରାକୃତ ଯୌନ ସମ୍ପର୍କ ରଖି ହତ୍ୟା କରାଯାଇଥିଲା। ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତୀ ପଟ୍ଟନାୟକ ଉକ୍ତ ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଉକ୍ତ ଥାନା ଅଞ୍ଚଳର ସୁକାନ୍ତ…
ସାମ୍ନାକୁ ଆସିଲା ଚାଞ୍ଚଲ୍ଯକର ଘଟଣା। ତୃତୀୟ ପତ୍ନିକୁ ମାରି ଦ୍ବିତୀୟ ପତ୍ନୀର ବାକ୍ସରେ ରଖିଲା ସ୍ବାମୀ। ଜଘନ୍ଯ ଅପରାଧ ଧରାପଡିବାରୁ ଧରିଲା ପୋଲିସ୍।ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ପାଣି ଟାଙ୍କି ନିକଟରୁ ଏକ ବାକ୍ସରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ପୋଲିସ…
ପୁରୀ: ପୁରୀରେ ବୁଲିଲା ଖଣ୍ଡା। ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଆତଙ୍କ ସୃଷ୍ଟି କଲେ ଦୁର୍ବୁତ୍ତ। ପୁରୀ ମାଟିଆପଡା ଛକରେ ଘଟିଛି ଏଭଳି ଘଟଣା। ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ…
ସୋସିଆଲ ମିଡ଼ିଆରେ ହୋଇଥିବା ବନ୍ଧୁତା, ପ୍ରେମ ଓ ଠକେଇକୁ ନେଇ ଏହା ଏକ ଖବର। ଝାଡ଼ଖଣ୍ଡର ଦୁମକାରେ ରହୁଥିଲେ ମହିଳା ଜଣଙ୍କ। ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମର ଥିଲେ ବ୍ୟକ୍ତି ଜଣଙ୍କ। ଇନଷ୍ଟାଗ୍ରାମରେ ମହିଳାଙ୍କର ସେହି ବ୍ୟକ୍ତିଙ୍କ ସହ ଆରମ୍ଭ ହୋଇଥିଲା ବନ୍ଧୁତା।…