କର୍ଣ୍ଣାଟକର କାଙ୍କାନାଡ଼ି ସହରକୁ ଦାଦନ ଖଟିବାକୁ ଯାଇ ସୁନ୍ଦରଗଡ ଜର୍ମାଲର ଜଣେ ବ୍ୟକ୍ତି ମୃତ

କର୍ଣ୍ଣାଟକର କାଙ୍କାନାଡ଼ି ସହରକୁ ଦାଦନ ଖଟିବାକୁ ଯାଇ ସୁନ୍ଦରଗଡ ଜର୍ମାଲର ଜଣେ ବ୍ୟକ୍ତିଙ୍କ ମୃତଶବମାର୍ଚ୍ଚ ୨୯ ତାରିଖ ରବିବାର ଜର୍ମାଲ ଗାଁରେ କଫନରେ ଭରା ହୋଇ ଆସିବା ପରେ ମୃତକଙ୍କ ସ୍ତ୍ରୀ, ତାଙ୍କ ସମ୍ପର୍କୀୟ ଏବଂ ଗାଁ ଲୋକଙ୍କ ଆଖିରେ କୋହ…

ନିଯୁକ୍ତିମେଳା ନାଁ ରେ ତାମସା ଓ ପ୍ରହସନ |

ଝାରସୁଗୁଡା ଏମସିଏଲ ଅଡିଟରୀୟମ ରେ ଗତକାଲି ଚାଲିଥିଲା ନିଯୁକ୍ତି ମେଳା। ଦିନକ ଆଗରୁ ଝାରସୁଗୁଡା ବିଧାୟକ ଓ ଜିଲ୍ଲାପାଳ ଙ୍କ ଦ୍ୱାରା ଏନେଇ ଆସିଲା ଭିଡିଓ। ପରଦିନ ରାଜସ୍ୱମନ୍ତ୍ରୀ ଙ୍କ ଉଚ୍ଚାଭିଳାଷ ପୂର୍ଣ୍ଣ ମିଳିଲା ବାଇଟ। ହେଲେ ସମସ୍ତେ ଭୁଲିଗଲେ ଆଶାୟୀ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ନେତା ଗାଁ ମୁଖା।

-ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ନେତା ଏବେ ଗାଁ ମୁଖା ହେଲେଣି। ଏହି ପରିପେଖିରେ କଟକ ସଦର ୪୨-ମୌଜାରେ, ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ଆୟୋଜିତ ସମ୍ବର୍ଧନା ଉତ୍ସବରେ ଯୋଗ ଦେଇଥିଲେ ବରିଷ୍ଠ ନେତା ଗୋଲେଖ ମହାପାତ୍ରଙ୍କ ସହ ଭାଜପା…

ପାରାଦୀପ ପୌରପାଳିକା ର ବିଭିନ୍ନ ୱାର୍ଡ ରେ ଏକାଧିକ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଉଦଘାଟନ |

ପାରାଦୀପ ପୌରପାଳିକା ର ବିଭିନ୍ନ ୱାର୍ଡ ରେ ଏକାଧିକ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଉଦଘାଟନ କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l ସର୍ବପ୍ରଥମେ ପାରାଦୀପ ପୌରପାଳିକା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ବଡ଼ପଡ଼ିଆ ବଜାର ଠାରେ ରହିଥିବା…

ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ସରକାର ଙ୍କ ବିରୋଧ ରେ ଆଜି ଏକ ବିଶାଳ ଶୋଭା ଯାତ୍ରା ହୋଇଥିଲା |

ରାୟଗଡା ରାଜ୍ୟସରକାର ଙ୍କ ଉପରେ ଗର୍ଜିଲେ ବିଜୁ ଜନତା ଦୋଳ ପକ୍ଷରୁ ଚାଷିମାରଣ ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପ୍ରତିଶ୍ରୁତି, ଧାନ ଟୋକେନ,ଖିଲାପୀ ବିରୁଦ୍ଧରେ ରାୟଗଡ଼ ସଦରମହକୁମା ସ୍ଥିତ କପିଳାସ ହୋଟେଲ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଉପରୋକ୍ତ…

ରାଜ୍ୟରେ ଅଛନ୍ତି ହାତଗଣତି ମାଓବାଦୀ: ଡିଜିପି

ମାଓ ଦମ୍ପତି ନିଖିଲ୍ ଓ ଇନ୍ଦୁର ଆତ୍ମସମର୍ପଣ ନେଇ ସ୍ପଷ୍ଟ କଲେ ଡିଜିପି। ପ୍ରେସମିଟ୍‌ରେ ସୂଚନା ଦେଲେ ଡିଜିପି ୱାଇ.ବି ଖୁରାନିଆ।ଜଗତସିଂହପୁରର ନିଖିଲ୍‌ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ। କଟକ ଟାଙ୍ଗୀର ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କାର ଆତ୍ମସମର୍ପଣ।ବାଶଧାରା ଘୁମୁସର…

ଭୁବନେଶ୍ବର-କଟକ – ପୁରୀ -ପାରାଦୀପ ଅର୍ଥନୈତିକ ଅଞ୍ଚଳ ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

|ଭୁବନେଶ୍ବର-କଟକ – ପୁରୀ -ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର…

ଟିଟିଲାଗଡ ଥାନା ରେ ଆମ ପୋଲିସ ସମିତି ବୈଠକ |

ଟିଟିଲାଗଡ଼ ପୋଲିସ ଥାନା ପରିସରରେ ଗୁରୁବାର ଦିନ ସ୍ଥାନୀୟ ଥାନା ଅଧିକାରୀ ମନୋଜ ମୁଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ଟିଟିଲାଗଡ଼ ଏସ ଡି ପି ଓ ଯଶୋବନ୍ତ ପ୍ରଧାନ ଯୋଗ ଦେଇ ସହରରେ ଦେଖା ଦେଉଥିବା ଟ୍ରାଫିକ…

ମନରେଗା କୁ ନେଇ ସରକାର ଙ୍କୁ ଘେରିଲା କଂଗ୍ରେସ |

ମନରେଗା କର୍ମ ନିଯୁକ୍ତି ଯୋଜନା ଓ ଟିପିଶିଓଡ଼ିଏଲ୍ ର  ସ୍ମାଟ୍ ମିଟର କାର୍ଯ୍ୟକାରୀ ବନ୍ଦ କରିବା ଦାବିରେ ସରକାରଙ୍କୁ ଘେରିଲା  କଂଗ୍ରେସ। ଏଥି ନିମନ୍ତେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମସ୍ତ ବରିଷ୍ଠ କଂଗ୍ରେସ ନେତା,ଯୁବ,ଛାତ୍ର,ମହିଳା କଂଗ୍ରେସ ର୍କମୀ  ପି.ସି.ସି ଓ ଏ.ଆଇ.ସି.ସି ଙ୍କ…

ବିଧାୟକ ବ୍ୟୋମକେଶ ରାୟ ହେଲେ ଭଦ୍ରକ ଜିଲ୍ଲା ବିଜେଡି ଜିଲ୍ଲା ସଭାପତି |

ଭଦ୍ରକ :- ଶେଷରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମୁଣ୍ଡରେ ବନ୍ଧା ହେଲା ଭଦ୍ରକ ଜିଲା ବିଜେଡି ଜିଲା ସଭାପତି ମୁକୁଟ। ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ବ୍ୟୋମକେଶଙ୍କୁ ଜିଲା ସଭାପତି ଭାବରେ…

error: Content is protected !!