ସନ୍ଧିକେନ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରଶତ ବାର୍ଷିକୀ ଉତ୍ସବ ପାଳନ

ଗଞ୍ଜାମ ଶିକ୍ଷା ଜିଲ୍ଲା ଅନ୍ତର୍ଗତସୋରଡ଼ା ଗୋଷ୍ଠୀ ଶିକ୍ଷା ନିୟନ୍ତ୍ରଣାଧୀନସନ୍ଧିକେନ୍ଦୁ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେଶତବାର୍ଷିକୀ ଉତ୍ସବ ଉତ୍ସାହ ଓ ଆଡମ୍ବର ସହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅରୁସରଣ ନାୟକଙ୍କ ତତ୍ୱାବଧାନରେଆୟୋଜିତ ଏହି କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି…

ଦୁର୍ଗମ ଅଞ୍ଚଳକୁ ମୁଖ୍ୟଧାରା ସହ ଯୋଡ଼ିବା ଲକ୍ଷ୍ୟରେବିଏସଏଫ ପକ୍ଷରୁ ଜନସମ୍ପର୍କ ଶିବିର।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବାଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଖେଳପଡ଼ିଆରେBorder Security Forceର ୧୧୦ ବାଟାଲିଅନ ପକ୍ଷରୁ ଏକ ବୃହତ୍ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି।ଏହି ଅବସରରେ ଏକ ମୁକ୍ତ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେପାଞ୍ଚଶହରୁ ଅଧିକ…

ଲଘୁଚାପ ସମ୍ଭାବନା, ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ

ଆସନ୍ତା ୧୫ରେ ଲଘୁଚାପ ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ଆଶଙ୍କା ରହିଛି । ପୂର୍ବ ଭାରତ ମହାସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ମହାସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ରହୁଛି । ଯାହା ସମୁଦ୍ର ପୃଷ୍ଠରୁ ୫.୮…

ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ

ଦାରିଙ୍ଗବାଡି, ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି । ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ ଆର୍ଥିକ ପରିସ୍ଥିତି ବଢିବାରେ ଲାଗିଛି । ସେପଟେ ନିଶାସକ୍ତ ଲୋକଙ୍କ ପରିବାର ସର୍ବସ୍ୱ ହରାଉଛି । ଅଧିକାଂଶ…

ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗରେ ଅବକାରୀ ଏଏସ୍‌ଆଇ ଗିରଫ |

ବ୍ରହ୍ମପୁର: ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗରେ ଆଜି ଜଣେ ଅବକାରୀ ଏଏସ୍ଆଇ ଗିରଫ ହୋଇଛନ୍ତି। ଅଭିଯୁକ୍ତ ସୁରେନ୍ଦ୍ର ପ୍ରଧାନ ଏବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ଥାନାରେ କାର୍ଯ୍ୟରତ। କିଛିଦିନ ତଳେ ସେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା କାର୍ଯ୍ୟାଳୟରୁ ସେଠାକୁ…

ଚକୋଲେଟ ଲୋଭ ଦେଖାଇ ଶିଶୁ ସହ ଅପ୍ରାକୃତ ଯୌନସମ୍ପର୍କ, ହତ୍ୟା : ଆସିଲା ବଡ଼ ରାୟ |

ବ୍ରହ୍ମପୁର,): ଗଞ୍ଜାମ ଜିଲା ଧରାକୋଟ ଥାନା ଅଞ୍ଚଳରେ ଏକ ଶିଶୁପୁତ୍ର ସହ ଅପ୍ରାକୃତ ଯୌନ ସମ୍ପର୍କ ରଖି ହତ୍ୟା କରାଯାଇଥିଲା। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତୀ ପଟ୍ଟନାୟକ ଉକ୍ତ ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଉକ୍ତ ଥାନା ଅଞ୍ଚଳର ସୁକାନ୍ତ…

ନୃସଂଶ ସ୍ବାମୀର ଖତରନାକ କାମ; ତୃତୀୟ ପତ୍ନୀକୁ ମାରି ବାକ୍ସରେ ରଖିଲା ଶବ, ନିଜ ମୁହଁରେ ସ୍ବିକାର କଲା ଭୁଲ୍. |

ସାମ୍ନାକୁ ଆସିଲା ଚାଞ୍ଚଲ୍ଯକର ଘଟଣା। ତୃତୀୟ ପତ୍ନିକୁ ମାରି ଦ୍ବିତୀୟ ପତ୍ନୀର ବାକ୍ସରେ ରଖିଲା ସ୍ବାମୀ। ଜଘନ୍ଯ ଅପରାଧ ଧରାପଡିବାରୁ ଧରିଲା ପୋଲିସ୍।ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ପାଣି ଟାଙ୍କି ନିକଟରୁ ଏକ ବାକ୍ସରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ପୋଲିସ…

ପୁରୀରେ ବୁଲିଲା ଖଣ୍ଡା, ୨ ଆହତ |

ପୁରୀ: ପୁରୀରେ ବୁଲିଲା ଖଣ୍ଡା। ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଆତଙ୍କ ସୃଷ୍ଟି କଲେ ଦୁର୍ବୁତ୍ତ। ପୁରୀ ମାଟିଆପଡା ଛକରେ ଘଟିଛି ଏଭଳି ଘଟଣା। ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ…

ଇନଷ୍ଟାଗ୍ରାମ୍‌ରେ ନିଜକୁ ଧନୀ କହୁଥିବା ପ୍ରେମିକ ଜଣେ ଦିନ ମଜୁରିଆ , ସ୍ୱାମୀଙ୍କ ପାଖକୁ ଫେରି ଆସିଲେ ଫେରାର ମହିଳା

ସୋସିଆଲ ମିଡ଼ିଆରେ ହୋଇଥିବା ବନ୍ଧୁତା, ପ୍ରେମ ଓ ଠକେଇକୁ ନେଇ ଏହା ଏକ ଖବର। ଝାଡ଼ଖଣ୍ଡର ଦୁମକାରେ ରହୁଥିଲେ ମହିଳା ଜଣଙ୍କ। ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମର ଥିଲେ ବ୍ୟକ୍ତି ଜଣଙ୍କ। ଇନଷ୍ଟାଗ୍ରାମରେ ମହିଳାଙ୍କର ସେହି ବ୍ୟକ୍ତିଙ୍କ ସହ ଆରମ୍ଭ ହୋଇଥିଲା ବନ୍ଧୁତା।…

ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି.

ନୂଆଦିଲ୍ଲୀ: ୨୪ ବର୍ଷୀୟା ଥାନ୍ୟା ନାଥନ୍ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହେବା ସତ୍ତ୍ୱେ ମଧ୍ୟ ୨୦୨୫ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍) ପରୀକ୍ଷାରେ ଟପ୍ କରି ଚର୍ଚ୍ଚାରେ ଅଛନ୍ତି। ନାଥନ୍ କେରଳର ପ୍ରଥମ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ବିଚାରପତି ହୋଇ ଇତିହାସ ରଚିଛନ୍ତି ଓ…

error: Content is protected !!