କଟକ ଜିଲ୍ଲା ରେ ଅଫିମ ଚାଷ, 6 ଗିରଫ |

କଟକ ଜିଲ୍ଲା ରେ ଚାଲିଥିଲା ଅଫିମ ଚାଷ, ଦିନ କେଇଟା ପରେ ହୋଇଥାନ୍ତା ଅଫିମ ଅମଳ | ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ ର ସ୍ୱତନ୍ତ୍ର ମିଳିତ ଟିମ | ଗୋଟିଏ କି ଦୁଇଟି ନୁହେଁ ନଷ୍ଟ କଲା…

ବସୁଲେଇ ଗ୍ରାମରେ ମଦ ମୁକ୍ତ ଅଭିଯାନ ମଦ୍ୟପ ଓ ବିକ୍ରେତା ଙ୍କ ସୂଚନା ଦେଲେ ମିଳିବ ପୁରସ୍କାର |

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ବସୁଲେଇ ପଞ୍ଚାୟତ ସରପଞ୍ଚ ଅଶାନ୍ତି ରାଉତଙ୍କ ନେତୃତ୍ୱରେ ମଦ ମୁକ୍ତ ବସୁଲେଇ ଗ୍ରାମ ଅଭିଯାନ ଆରମ୍ଭ ହୋଇଛି। ବୁଧବାର ପଞ୍ଚାୟତର ପ୍ରାୟ ୮୧ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା…

କଟକ ନୂଆପଡା ପ୍ରେସ କଲୋନୀରେ ଗୁଳି ମାଡ଼ : ଜଣେ ଯୁବକ ମୃତ |

କଟକ ସହର ଦିନକୁ ଦିନ ଅଶାନ୍ତ ହୋଇପଡିଛି। ଚୋରୀ, ଡକାୟତ, ରାହାଜାନୀ, ଖଣ୍ଡା, ଭୁଜାଲି ,ବୋମା ଆକ୍ରମଣ ଏବଂ ଗୁଳିକାଣ୍ଡ ଭଳି ଅପରାଧ ଘଟି ଚାଲିଛି, ପୋଲିସର ନିଷ୍କ୍ରିୟତା ଯୋଗୁଁ ଏବେ କଟକବାସୀ ଭୟଭୀତ । ମଧୁପାଟଣା ଥାନା ନୂଆପଡା ପ୍ରେସ…

ଛତ୍ରପୁର ପୌରପାଳିକାରେ ୫ଟି ପଂଚାୟତକୁ ମିଶ୍ରଣକୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କୁ ଭେଟିଲେ ପଂଚାୟତଗୁଡିକର ଜନସାଧାରଣ

ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଂଚାୟତ ମିଶ୍ରଣକୁ ନେଇ ସରକାରଙ୍କ ପ୍ରକ୍ରିୟା ଲାଗି ରହିଛି । ଏହାକୁ ପ୍ରକ୍ରିୟାକୁ ସମର୍ଥନ ଜଣାଇ ଗୁରୁବାର ୫ଟି ପଂଚାୟତର ଜନସାଧାରଣ ଗଞ୍ଜାମ…

ଅପରାହ୍ନ ୪ ସମୟରେ ଜାତୀୟ ରାଜପଥ ୧୬ ନମ୍ବର ମଙ୍ଗୁଳି ଛକ ନିକଟରେ ଏକ କଣ୍ଟେନର ଟ୍ରକ୍ ଟି ଜଳିବାକୁ ଲାଗିଲା ଅଳ୍ପ ସମୟ ମଧ୍ୟରେ ପୁରା ଟ୍ରକ୍‌କୁ ନିଆଁ ବ୍ୟାପି ଯାଇଥିଲା।

ଆଜି ଅପରାହ୍ନ ୪ ସମୟରେ ଜାତୀୟ ରାଜପଥ ୧୬ ନମ୍ବର ମଙ୍ଗୁଳି ଛକ ନିକଟରେ ଏକ କଣ୍ଟେନର ଟ୍ରକ୍ ଟି ଜଳିବାକୁ ଲାଗିଲା ଅଳ୍ପ ସମୟ ମଧ୍ୟରେ ପୁରା ଟ୍ରକ୍‌କୁ ନିଆଁ ବ୍ୟାପି ଯାଇଥିଲା। ପରେ ଚାଉଳିଆଗଞ୍ଜ Fire Station ର…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ନେତା ଗାଁ ମୁଖା।

-ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ନେତା ଏବେ ଗାଁ ମୁଖା ହେଲେଣି। ଏହି ପରିପେଖିରେ କଟକ ସଦର ୪୨-ମୌଜାରେ, ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ଆୟୋଜିତ ସମ୍ବର୍ଧନା ଉତ୍ସବରେ ଯୋଗ ଦେଇଥିଲେ ବରିଷ୍ଠ ନେତା ଗୋଲେଖ ମହାପାତ୍ରଙ୍କ ସହ ଭାଜପା…

ଶିକ୍ଷା, ଯୁବଶକ୍ତି ଓ ସମୁଦାୟ ଉନ୍ନତିର ଏକ ଅନନ୍ୟ ଉଦାହରଣ |

ଗଞ୍ଜାମ ଜିଲ୍ଲାର କରାପଲ୍ଲୀ ଗାଁରେ ଆଜି ଏକ ଭାବପ୍ରବଣ ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସାମ ରୁ ଆସିଥିବା ସତ୍ୟଜିତ ମଣ୍ଡଳ ପରିମଳ ଫାଉଣ୍ଡେସନ ସହ ଜଡିତ ଏବଂ OSEPA ର ଗଞ୍ଜାମ ଡିଷ୍ଟ୍ରିକ୍ଟ ଇଞ୍ଚାର୍ଜ, ତାଙ୍କର ଏକମାସିଆ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଅନଲାଇନ୍ ନିରାପତ୍ତା ଓ ସାଇବର ଶୋଷଣ ଜନିତ ଅପରାଧକୁ ରୋକିବା ନେଇ ସଚେତନତା ତାଲିମ ଶିବିର…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ବୁଧବାର ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨ ଦେହଜୀବିଙ୍କ ସହ ୪…

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ : ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

ଦାୟିତ୍ୱପୂର୍ଣ୍ଣ ଭାବେ କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରିବା ପାଇଁ ଭାରତ ସଂକଳ୍ପ ନେଇଛି। ଏହା କୌଣସି ସାଧାରଣ ଘଟଣା ନୁହେଁ ବରଂ ସାରା ବିଶ୍ୱରେ ଏଥିଲାଗି ଭାରତ ଏକ କିର୍ତ୍ତିମାନ ସ୍ଥାପନ କରିଛି। ଏ ବିଷୟରେ ଘୋଷଣା କରିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ…

error: Content is protected !!