ଭାଇ ଚାରାର ସହର ଭଞ୍ଜନଗରରେ ରାମ ନବମୀ ପାଳିତ |

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପୁଣ୍ୟ ଜନ୍ମ ଦିନ ଅବସରରେ ସମଗ୍ର ଭାରତ ବର୍ଷରେ ରାମ ନବମୀ ପର୍ଵ ଧୁମଧାମରେ ପାଳନ ହେଉଥିବା ବେଳେ ଘୁମୁସର ବା ଭଞ୍ଜନଗର ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳିତ ହୋଇଛି।ଭଞ୍ଜନଗର ସହର ବିଭିନ୍ନ…

ମାଲକାନଗିରିରେ ପ୍ରେମ ପାଇଁ ମୋବାଇଲ ଟାୱାର ଉପରେ ଚଢିଲେ ଯୁବକ, ୩ ଘଣ୍ଟା ପରେ ଉଦ୍ଧାର କଲେ ପ୍ରାୟାର ବ୍ରିଗେଡ୍ କର୍ମଚାରୀ |

ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଓ ଚିନ୍ତାଜନକ ଘଟଣା ଦେଖିବାକୁ ମିଳିଛି। ପଡ଼ିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁରେ ପ୍ରେମ ସମ୍ପର୍କିତ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ମୋବାଇଲ ଟାୱାର ଉପରକୁ ଚଢିଯାଇଥିଲେ, ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ…

ଶ୍ରୀଜୀଉଙ୍କୁ ଦର୍ଶନ କଲେ ଆର୍ମି ଚିଫ।

ପୁରୀରେ ସ୍ଥଳସେନା ମୁଖ୍ୟ l ମହାପ୍ରଭୁଙ୍କ ପାଖରେ ଭାରତୀୟ ସେନା ପାଇଁ ଆଶୀର୍ବାଦ ମାଗିଲେ ସ୍ଥଳସେନା ମୁଖ୍ୟ । ଦର୍ଶନ ପରେ ନିଜକୁ ସୌଭାଗ୍ୟଶାଳି କହିବା ସହ ଆଗାମୀ ଚ୍ୟାଲେଞ୍ଜ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ସେନା ଉପରେ ରହିଥାଉ ବୋଲି କହିଛନ୍ତି…

ଡିସେମ୍ବର ୨୪ରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି

ଆଗାମୀ ଘରୋଇ ସିଜିନ୍ ଅତ୍ୟନ୍ତ ରୋମାଞ୍ଚକର ହେବ। ଏଥିରେ ଚାରିଟି ଭ୍ରମଣକାରୀ ଦଳ – ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବେ। ଦେଶର ୧୭ଟି ସହରରେ ସମୁଦାୟ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ, ଯାହା ପ୍ରଶଂସକମାନଙ୍କୁ ହାଇ…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା ଏବଂ ରୋଷେଇ ଘରେ ସିଲିଣ୍ଡରରେ ଧୂଳି ଜମା ହେବା ଆରମ୍ଭ କଲା। ଏହା କେବଳ…

ରାଜ୍ୟରେ ଗ୍ୟାସ୍‌ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ”

ଭୁବନେଶ୍ୱର:ଓଡ଼ିଶାରେ ଏଲପିଜି ସହ ପେଟ୍ରୋଲ୍ ଓ ଡିଜେଲ୍‌ର କୌଣସି ଅଭାବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ବିଧାନସଭା ପରିସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଗ୍ୟାସ୍‌, ପେଟ୍ରୋଲ୍ ଓ ଡିଜେଲ୍‌ର ପ୍ରଚୁର ମହଜୁଦ୍‌ ରହିଛି…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ମେଗା ପାଇପ୍‌ ପ୍ରକଳ୍ପ ଅଧୀନରେ ପାନୀୟଜଳ ଯୋଗାଣ ପାଇଁ ଏହି ପାଇପ୍‌ଟି ବ୍ରିଜ୍‌ ଉପରେ…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ |

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିବେ ବୋଲି ହ୍ବାଇଟ ହାଉସ ଘୋଷଣା କରିଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ବିଶ୍ୱର…

ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା |

ନୂଆଦିଲ୍ଲୀ: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ରେଲୱେ ପକ୍ଷରୁ ବଡ ଘୋଷଣା। ସେନା ମେଡାଲ, ନୌସେନା ମେଡାଲ, ବାୟୁସେନା ମେଡାଲ ପାଇଥିବା ଯବାନଙ୍କ ପାଇଁ ଏହି ସୁବିଧା ମିଳିବ। ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ଦେୟମୁକ୍ତ…

ଟ୍ରାଭେଲ୍ସ ବସ୍‌ – ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ |

ନୂଆଦିଲ୍ଲୀ: ସକାଳେ ଆନ୍ଧ୍ର ପ୍ରଦେଶର ମାର୍କାପୁରମ୍ ଜିଲ୍ଲାରେ ଏକ ଘରୋଇ ଟ୍ରାଭେଲ୍ସ ବସ୍‌ ଏକ ଟିପ୍ପର ଟ୍ରକ ସହିତ ଧକ୍କା ହୋଇ ନିଆଁ ଲାଗିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସକାଳ ପ୍ରାୟ ୬ଟାରେ ହରିକୃଷ୍ଣ ଟ୍ରାଭେଲ୍ସର ବସ୍‌ଟି ତେଲେଙ୍ଗାନାର ନିର୍ମଳରୁ…

error: Content is protected !!