ମାଲକାନଗିରି :ମାଲକାନଗିରି ସିମାନ୍ତ ଛତିଶଗଡ଼ ରାଜ୍ୟ କାଙ୍ଗେର ଘାଟ ମାଓ କମାଣ୍ଡର ମୋଷ୍ଟ ୱାଣ୍ଟେଡ ମାଓନେତା ସୁଖରାମ ମାରକମ(ସୁରେଶ) । ଯାହା ମୁଣ୍ଡ ଉପରେ ୨୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସୁଖରାମ ଏସଏଲଆର ବନ୍ଧୁକ ଓ ଗୋଳାବାରୁଦ…
ବିଶ୍ୱ କର୍କଟ ଦିବସ ଅବସରରେ ଦେଶବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆସିଛି ବ୍ରହ୍ମପୁରରୁ।“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ” — ଏହି ଆହ୍ବାନ ସହ ବ୍ରହ୍ମପୁରରେ ଆୟୋଜିତ ହୋଇଯାଇଛି ଏକ ବିଶାଳ କର୍କଟ ସଚେତନତା କାର୍ଯ୍ୟକ୍ରମ।ଆଜି,…
କଟକ ସହର ଉପକଣ୍ଠରେ ଆତଙ୍କ ଖେଳାଇ ଥିବା ଏକ ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି କମିସନରେଟ ପୋଲିସ। ସୁଚନା ଯୋଗ୍ୟ ଗତ ଅକ୍ଟୋବର ରେ ଚୌଦ୍ବାର ଥାନା ଅନ୍ତର୍ଗତ ବିରୂପା ବ୍ୟାରେଜ ନିକଟରୁ ହୋଇଥିବା ଏକ ଛିନ୍ ତାଇ…
ମନରେଗା କର୍ମ ନିଯୁକ୍ତି ଯୋଜନା ଓ ଟିପିଶିଓଡ଼ିଏଲ୍ ର ସ୍ମାଟ୍ ମିଟର କାର୍ଯ୍ୟକାରୀ ବନ୍ଦ କରିବା ଦାବିରେ ସରକାରଙ୍କୁ ଘେରିଲା କଂଗ୍ରେସ। ଏଥି ନିମନ୍ତେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମସ୍ତ ବରିଷ୍ଠ କଂଗ୍ରେସ ନେତା,ଯୁବ,ଛାତ୍ର,ମହିଳା କଂଗ୍ରେସ ର୍କମୀ ପି.ସି.ସି ଓ ଏ.ଆଇ.ସି.ସି ଙ୍କ…
ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ଶାଳ ଗାଁ ଗ୍ରାମପଞ୍ଚାୟତ ଅଧୀନ ଟାଙ୍ଗୀ ଥାନା ରାମଚନ୍ଦ୍ରପୁର ଗ୍ରାମରେ ଆଜି ପ୍ରାୟ ଦିବା ଏଗାର ଘଟିକା ସମୟରେ ଗ୍ରାମର hurdananda swain,ସଦାନନ୍ଦ ସ୍ୱାଇଁ,ବିଚିତ୍ରାନନ୍ଦ ସ୍ୱାଇଁ ପିତା,ଗନ୍ଧର୍ବ ସ୍ବାଇଁ ଙ୍କ ପାଞ୍ଚ ବଖରା ଘର ପ୍ରାୟ…
ଆଠଗଡ :-ଆଠଗଡ ପୋଲିସ ଓ ପ୍ରଶାସନ ର ମିଳିତ ଯାଞ୍ଚ କରାଯାଇ ବେଆଇନ ସହ ଓଭର ଲୋଡିଂ ଭାବେ ଚାଲାଣ ହେଉଥିବା 9 ଗୋଟି ଟ୍ରକ ସମେତ ଗୋଟିଏ ଟ୍ରାକଟର ଜବତ କରାଯାଇଛି | ଆଠଗଡଉପଜିଲ୍ଲାପାଳ ନିଜେ ଉପସ୍ଥିତ ରହି ପୋଲିସ…
ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରେ ୨୮ ବର୍ଷୀୟ ପାଣ୍ଡୁରଙ୍ଗ ରୋଣ୍ଡମଙ୍ଗଲେ ନାନ୍ଦେଡ଼ର କେରୁର ଗାଁରେ ଏକ ସେଲୁନ ଚଳାନ୍ତି। ପାଣ୍ଡୁରଙ୍ଗଙ୍କ ସ୍ବପ୍ନ ଥିଲା ସରପଞ୍ଚ ନିର୍ବାଚନ ଲଢ଼ିବା। ଜୁନ ୨୦୨୬ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତାଙ୍କୁ ଏହି ସୁଯୋଗ ମିଳିବାକୁ ସ୍ଥିର…
ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ରନୱେ ନିକଟରେ ଟ୍ୟାକ୍ସିୱେରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନର ଡେଣା ପରସ୍ପର ସହ ଧକ୍କା ହୋଇଥିଲା। ସୌଭାଗ୍ୟ ବଶତଃ ଏହି ଧକ୍କାରେ…
ଭଦ୍ରକ :- ଶେଷରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମୁଣ୍ଡରେ ବନ୍ଧା ହେଲା ଭଦ୍ରକ ଜିଲା ବିଜେଡି ଜିଲା ସଭାପତି ମୁକୁଟ। ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ବ୍ୟୋମକେଶଙ୍କୁ ଜିଲା ସଭାପତି ଭାବରେ…
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହେବାର ପ୍ରାୟ ଦୁଇ ମାସ ପରେ ବିଶାଳ ଟିମ୍ ଘୋଷଣା କରାଯାଇଛି। ଜିଲ୍ଲାର ବିଭିନ୍ନ ପଦପଦବୀରେ ୮୦ ଜଣଙ୍କୁ ନିଯୁକ୍ତ ଦିଆଯାଇଛି। ସେଥିରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ,…