ଭୁବନେଶ୍ୱର : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କନ୍ଧମାଳରୁ ଭୁବନେଶ୍ୱରକୁ ଆସୁଥିବା ବେଳେ ପିତାପଲ୍ଲୀରେ ମାଡ଼ିବସିଲା ଅବକାରୀ ବିଭାଗ । ଚଢ଼ଉରେ ଜଟଣୀ ଏକ୍ସାଇଜ୍ ଟିମକୁ ମିଳିଛି ବଡ଼ ସଫଳତା । ଆଜି ସକାଳ ପ୍ରାୟ ୭ଟା ସମୟରେ ପିତାପଲ୍ଲୀ…
ଝାରସୁଗୁଡା ଟାଉନ ସ୍ଥିତ ପ୍ରୋଗ୍ରେସିଭ୍ କ୍ଲବ କ୍ରିକେଟ୍ ମାଇଦାନରେ ଘଟିଥିବା ଭଙ୍ଗାରୁଜା ଘଟଣାକୁ ନେଇ ଝାରସୁଗୁଡା ଯୁବ ସଂଘ ତୀବ୍ର ନିନ୍ଦା କରିଛି। ଅଜଣା ବ୍ୟକ୍ତି ମନେ ରାତିରେ ମାଇଦାନର ପିଚ୍କୁ ନଷ୍ଟ କରିବା ସହିତ ପ୍ରାକ୍ଟିସ୍ ନେଟ୍ ଓ ଅନ୍ୟାନ୍ୟ…
ବ୍ରହ୍ମପୁର :-ଘରେ ପଶି ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଶୁରଙ୍ଗୀ ପଞ୍ଚାୟତର ଷୋଳଭାଗପେଣ୍ଠ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ…
ଭଦ୍ରକ, ୨୪ା୨ ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ତରଫରୁ ବିଭିନ୍ନ ଖାଦ୍ୟ ପଦାର୍ଥର ଅପମିଶ୍ରଣକୁ ନେଇ ମିଳିତ ଚଢାଉ ଜାରି ରହିଥିଲା। ଏହି ଚଢାଉ କାର୍ଯ୍ୟକ୍ରମରେ ଖାଦ୍ୟ ନିରାପତା ବିଭାଗର ଫୁଡ୍ ସେଫଟି ଅଫିସର ବିଭୁଦତ ଦାସ, ଏପଫୋର୍ସମେଂଟ ଅଫିସର…
ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଗ୍ରାମର ୨ ପରିବାର ମଧ୍ୟରେ ଟଙ୍କା ଦେଣ ନେଣକୁ କେନ୍ଦ୍ର କରି ଆକ୍ରମଣ ପ୍ରତିଆକ୍ରମଣ ଘଟିଛି। ଗ୍ରାମର କାହ୍ନୁଚରଣ ଶତପଥୀଙ୍କ ପୁଅ ନୀଳକଣ୍ଠ ସେହି ଗ୍ରାମର ଦିଲ୍ଲୀପ ପତିଙ୍କ କନ୍ୟା…
ନୂଆଦିଲ୍ଲୀ, ୨୧/୨ : ମୋ ସ୍ବାମୀକୁ ସେହି ନାଚବାଲି ଫସେଇ ଦେଇଛି । ତାକୁ ଧରି ଫେରାର ହୋଇଗଲେ । ତାଙ୍କ ଜୀବନ ପ୍ରତି ବିପଦ ଅଛି । ମୁଁ ଏବେ କରିବି କ’ଣ ? ଜଣେ ନବବିବାହିତା ମହିଳା ଆଣିଛନ୍ତି…
ଛତ୍ରପୁର,୨୧/୨ ସଂଘବଦ୍ଧ ଭାବେ ଆର.ରାଜା ରାଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଛତ୍ରପୁର ପୁଲିସ । ୨୪ଘଂଟା ନପୁରୁଣୁ ଏହି ଘଟଣାରେ ତିନି ଜଣକୁ ଗିରଫ ସହ ହତ୍ୟା ସମୟରେ ବ୍ୟବହାର ହୋଇଥିବା ଖଣ୍ଡା ଓ ୨ ଠେଙ୍ଗାକୁ ଜବତ କରିଛି…
କଟକ ଜିଲ୍ଲା ରେ ଚାଲିଥିଲା ଅଫିମ ଚାଷ, ଦିନ କେଇଟା ପରେ ହୋଇଥାନ୍ତା ଅଫିମ ଅମଳ | ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ ର ସ୍ୱତନ୍ତ୍ର ମିଳିତ ଟିମ | ଗୋଟିଏ କି ଦୁଇଟି ନୁହେଁ ନଷ୍ଟ କଲା…
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ବସୁଲେଇ ପଞ୍ଚାୟତ ସରପଞ୍ଚ ଅଶାନ୍ତି ରାଉତଙ୍କ ନେତୃତ୍ୱରେ ମଦ ମୁକ୍ତ ବସୁଲେଇ ଗ୍ରାମ ଅଭିଯାନ ଆରମ୍ଭ ହୋଇଛି। ବୁଧବାର ପଞ୍ଚାୟତର ପ୍ରାୟ ୮୧ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା…
ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ବୁଧବାର ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨ ଦେହଜୀବିଙ୍କ ସହ ୪…