ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆସନ୍ତା ୨୫…
ଭଦ୍ରକ ଗ୍ରାମାଂଚଳ ଥାନା ନଳାଙ୍ଗରୁ ଯାଇଥିବା ହାଇଲେବୁଲ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ଜଣେ ନାବାଳକକୁ ଆଜି ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଖବର ପାଇ ଗ୍ରାମାଂଚଳ ପୁଲିସ୍ ମେଡିକାଲ ଓ ଘଟଣାସ୍ଥଳକୁ…
ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଶାଳଚୁଆ ଘାଟି ରାସ୍ତାରେ ଏହି ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ, ୨୧ତାରିଖରେ ଠାକୁରମୁଣ୍ଡା ବ୍ଲକ…
ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥରେ ରବିବାର ଏକ ଶୋଚନୀୟ ଦୁର୍ଘଟଣା ଘଟିଛି। ବୌଦ୍ଧ ଥାନା ଜହ୍ନାପଙ୍କ ନିକଟରେ ଏକ କାର୍ର ଆଗ ଚକା ହଠାତ୍ ଫାଟିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା। ଧକ୍କା…
ଝାରଗ୍ରାମ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ରବିବାର ଝାରଗ୍ରାମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଡି ଦୋକାନରେ ଅଟକିଥିଲେ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ କାଫଲା ଅଟକିବା ମାତ୍ରେ ସେଠାରେ ଏକ…
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବେ ଶକ୍ତିର ଏକ ବିପଜ୍ଜନକ ଯୁଦ୍ଧରେ ପରିଣତ ହୋଇଛି। ଯେଉଁଠାରେ ପରିସ୍ଥିତି ଦିନକୁ ଦିନ ଉତ୍ତେଜନା ପୂର୍ଣ୍ଣ ହେବାରେ ଲାଗିଛି। ଇରାନ ସହିତ ଆମେରିକା-ଇସ୍ରାଏଲ ବିବାଦ ସମଗ୍ର ବିଶ୍ୱକୁ ଚିନ୍ତିତ କରିଛି। ଏହି ଅଶାନ୍ତି…
ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲାରେ ଅବୈଧ ମହୁଲ ଚାଲାଣ ବିରୋଧରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ବିଭାଗ ପକ୍ଷରୁ କର୍ଲାପାଟ ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ୨୫ କୁଇଣ୍ଟାଲ ମହୁଲ ସହ ଏକ ପିକଅପ୍…
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଏକ ଭୟଙ୍କର ପାରିବାରିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବୈବାହିକ ସମ୍ପର୍କ ଓ ପାରିବାରିକ ସମସ୍ୟାକୁ ନେଇ ପି. ଇଗ୍ନିଙ୍କ ଘରେ ବଚସା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ…
ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଲଖୁଆପଡ଼ା ଗାଁରେ ଏକ ଅଭାବନୀୟ ଓ ମର୍ମନ୍ତୁଦ ଘଟଣା ଘଟିଛି। ଜଣେ ଯୁବକର ଉନ୍ମତ୍ତକାଣ୍ଡ ଯୋଗୁଁ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ଖେଳିଯାଇଛି। ସୂଚନା ଅନୁଯାୟୀ, ଗାଁର ଜଣେ ଯୁବକ…
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏକ ଶୋଚନୀୟ ଘଟଣା ଘଟିଛି। ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରବିବାର ୬ ଜଣ ସାଙ୍ଗ ମିଶି ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ…