ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ରେ ଯୁବକ ମୃତ।ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଫାୟାରିଂ।ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼।ଛାତିରେ ବାଜିଥିଲା ଗୁଳି, ମୃତ ଘୋଷଣା କଲେ ଡାକ୍ତର।ମୃତ ଯୁବକ ହେଲେ ସୌମ୍ୟରଞ୍ଜନ ଜେନା।ଭଲ କ୍ରିକେଟ ଖେଳନ୍ତି,…
ବ୍ରହ୍ମପୁର: ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗରେ ଆଜି ଜଣେ ଅବକାରୀ ଏଏସ୍ଆଇ ଗିରଫ ହୋଇଛନ୍ତି। ଅଭିଯୁକ୍ତ ସୁରେନ୍ଦ୍ର ପ୍ରଧାନ ଏବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ଥାନାରେ କାର୍ଯ୍ୟରତ। କିଛିଦିନ ତଳେ ସେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା କାର୍ଯ୍ୟାଳୟରୁ ସେଠାକୁ…
ବ୍ରହ୍ମପୁର,): ଗଞ୍ଜାମ ଜିଲା ଧରାକୋଟ ଥାନା ଅଞ୍ଚଳରେ ଏକ ଶିଶୁପୁତ୍ର ସହ ଅପ୍ରାକୃତ ଯୌନ ସମ୍ପର୍କ ରଖି ହତ୍ୟା କରାଯାଇଥିଲା। ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତୀ ପଟ୍ଟନାୟକ ଉକ୍ତ ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଉକ୍ତ ଥାନା ଅଞ୍ଚଳର ସୁକାନ୍ତ…
ସାମ୍ନାକୁ ଆସିଲା ଚାଞ୍ଚଲ୍ଯକର ଘଟଣା। ତୃତୀୟ ପତ୍ନିକୁ ମାରି ଦ୍ବିତୀୟ ପତ୍ନୀର ବାକ୍ସରେ ରଖିଲା ସ୍ବାମୀ। ଜଘନ୍ଯ ଅପରାଧ ଧରାପଡିବାରୁ ଧରିଲା ପୋଲିସ୍।ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ପାଣି ଟାଙ୍କି ନିକଟରୁ ଏକ ବାକ୍ସରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ପୋଲିସ…
ସୋସିଆଲ ମିଡ଼ିଆରେ ହୋଇଥିବା ବନ୍ଧୁତା, ପ୍ରେମ ଓ ଠକେଇକୁ ନେଇ ଏହା ଏକ ଖବର। ଝାଡ଼ଖଣ୍ଡର ଦୁମକାରେ ରହୁଥିଲେ ମହିଳା ଜଣଙ୍କ। ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମର ଥିଲେ ବ୍ୟକ୍ତି ଜଣଙ୍କ। ଇନଷ୍ଟାଗ୍ରାମରେ ମହିଳାଙ୍କର ସେହି ବ୍ୟକ୍ତିଙ୍କ ସହ ଆରମ୍ଭ ହୋଇଥିଲା ବନ୍ଧୁତା।…
ସୁନ୍ଦରଗଡ କୋଇଡା ରୁ ଦେଖିବାକୁ ମିଳିଛି ଅଫିମ ମାଫିଆଙ୍କ ବଡ ଧାରଣ ର ଅଫିମ ଚାଷ ର କୋୟା ବିସ୍ତାର କୋଇଡା ଖଣି ଅଞ୍ଚଳ କୁ ଟାର୍ଗେଟ କରିଛନ୍ତି ଅଫିମ ମାଫିଆ ଆସ୍ଥାନ ପ୍ରଶାସନ ଓ ଅବକାରୀ ବିଭାଗର କୁ ଚତୁର…
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ବହଳପଦର ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ସେ ଉକ୍ତ ଅଞ୍ଚଳର ଏକ ହାଇସ୍କୁଲରେ ଦଶମ…
ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ବହୁ ମାତ୍ରାରେ ଅଫିମ ଚାଷ ନଷ୍ଟ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗର ମିଳିତ ଅପରେସନରେ କୋଇଡ଼ାର କୁସୁମଡିହ ଅଞ୍ଚଳରେ ୯ ଏକରରୁ ଅଧିକ ଜମିରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି । ଯାହାର…
ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି କହିଲେ ସମବାୟ ମନ୍ତ୍ରୀ।ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି।କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି କହିଲେ ମନ୍ତ୍ରୀ। ଗତ ବର୍ଷ ୫ ଶହ କ୍ବିଣ୍ଟାଲ ବିକିଥିଲେ, ଏଥର କ୍ୟାପ୍ସ ହୋଇଥିବାରୁ…
ମାଲକାନଗିରି :ମାଲକାନଗିରି ସିମାନ୍ତ ଛତିଶଗଡ଼ ରାଜ୍ୟ କାଙ୍ଗେର ଘାଟ ମାଓ କମାଣ୍ଡର ମୋଷ୍ଟ ୱାଣ୍ଟେଡ ମାଓନେତା ସୁଖରାମ ମାରକମ(ସୁରେଶ) । ଯାହା ମୁଣ୍ଡ ଉପରେ ୨୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସୁଖରାମ ଏସଏଲଆର ବନ୍ଧୁକ ଓ ଗୋଳାବାରୁଦ…