ଶର୍ମ ବୋର୍ଡ ବାତିଲ,ଏବଂ ଅନ୍ୟାନ୍ୟ 10 ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ସର୍ବଭାରତୀୟ ଧର୍ମ ଘଟ ଡାକରା,ଏଥିରେ ପ୍ରାୟ 30 କୋଟି ଶ୍ରମିକ କର୍ମଚାରୀ,ଓ କୃଷକ ସାମିଲି ହେବେ ବୋଲି ଶ୍ରମିକ ସଂଗଠନ ପକ୍ଷରୁ କୁହା ଯାଇଛି,ଧର୍ମ ଘଟ ରେ ସଂଯୁକ୍ତ କୃଷକ ମୋର୍ଚ୍ଚା,ବ୍ୟାଙ୍କ୍ କର୍ମ ଚାରି,କେନ୍ଦ୍ରୀୟ କର୍ମଚାରୀ ସଂଗଠନ,କଂଗ୍ରେସ,ବାମପନ୍ଥୀ ଓ ଅନ୍ୟ ବିରୋଧୀ ରାଜନୈତିକ ଦଳ ସର୍ମର୍ଥନ ଘୋଷଣା କରି ଛନ୍ତି, ଟାଙ୍ଗୀ ଚୌଦ୍ବାର ବିଦୁତ୍ ଉପଭୋକ୍ତା ମଞ୍ଚ ତରଫରୁ ଚୌଦ୍ବାର ଠାରେ ବନ୍ଦ ପାଳନ କରାଯାଇଛି,ସେହିପରି ଟାଙ୍ଗୀ ଠାରେ 16 ନମ୍ବର ଜାତୀୟ ରାଜପଥ ଡ୍ରୀମସ ଗଟେ ଗେଟ ଛକ ନିକଟରେ ଓଡ଼ିଶା କୃଷକ ସଭା ରମେଶ ବେହେରା ଙ୍କ ଦ୍ଵାରା ବନ୍ଦ ପାଳନ କରାଯାଇଛି,ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାାଇଥିଲା
