ଭୁବନେଶ୍ୱର, ୧୧/୦୪: ରାଜଧାନୀ ଭୁବନେଶ୍ବରରୁ ଆତଙ୍କବାଦୀ ଗିରଫ। କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍ ୬ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ଉକ୍ତ ବ୍ୟକ୍ତି ଜଣକ ପାକିସ୍ତାନ ସହ ଲିଙ୍କରେ ଥିଲେ।ସେ ୟୁନିଟ୍ ୬ ଅଞ୍ଚଳରେ…
ବିଶ୍ୱ ଛେନାପୋଡ଼ ଦିବସ:- ଛେନାପୋଡ଼ ଦିବସ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖରେ ପାଳନ କରାଯାଏ। ଏହି ଦିବସ ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଏ। ସେ ୧୯୩୧ ଏପ୍ରିଲ ୧୧ରେ ନୟାଗଡ଼…
ସୋସିଆଲ ମିଡ଼ିଆରେ ଫଟୋ ସେୟାର କଲେ ଏଜି ନୂଆଦିଲ୍ଲୀ, ୧୦/୦୪: ଗୋଟିଏ ବିମାନରେ ନବୀନ-ପିତାମ୍ବର। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଗୋଟିଏ ବିମାନରେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀ ଯିବା ବେଳେ…
ଭୁବନେଶ୍ୱର, ୧୦/୦୪: ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ଛଅ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲିଠାରୁ ସର୍ବାଧିକ ଦିନର ତାପମାତ୍ରା ବୃଦ୍ଧି ପାଇବ ଏବଂ ରାଜ୍ୟର ଅନେକ ସ୍ଥାନରେ…
ଭୁବନେଶ୍ୱର, ୧୦/୦୪: ଲାଞ୍ଚ ମାଗୁଛନ୍ତି ଆୟକର ଅଫିସର। ୩ ଲାଞ୍ଚୁଆ ଆୟକର ଅଫିସରଙ୍କ ବିରୋଧରେ ମାମଲା ରୁଜୁ। ପ୍ରମାଣ ପାଇବା ପରେ ମାମଲା ରୁଜୁ କଲା CBI। ଖୋର୍ଦ୍ଧା ଆୟକର ଅଫିସର ଇନ୍ସପେକ୍ଟରଙ୍କ ସମେତ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।…
ସୋର, ୧୦/୦୪: ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍ରେ ଲିପ୍ଟ ମାଗି ଯିବା ହେଲା କାଳ। ହମ୍ପ୍ସରେ ଟ୍ରକ୍ ବ୍ରେକ୍ ମାରିବାରୁ ଲୁହା ପ୍ଲେଟ୍ରେ ଚାପି ହୋଇ ମା’ ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଭୟଙ୍କର ଅଘଟଣ ଘଟିଛି ସିମୁଳିଆ ଜାତୀୟ ରାଜପଥରେ।ଶ୍ୟାମସୁନ୍ଦରପୁରର…
ଭୁବନେଶ୍ବର, ୦୯/୦୪: ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲା ଯଥା – ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ାର ଜିଲ୍ଲାପାଳମାନଙ୍କୁ ‘ଗ୍ରାମୋଦୟ’…
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଅବକାରୀ ଥାନା ଏବଂ ବାରିପଦା ମୋବାଇଲ ୟୁନିଟ୍ ପକ୍ଷରୁ ଆକ୍ସନ। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ମହୁଲ ପୋଚ ଜବତ କରାଯାଇଛି। ଏହି ମାମଲାରେ ଅବକାରୀ…
ଭୁବନେଶ୍ୱର, ୦୯/୦୪: ଆକ୍ସନ ମୋଡ୍ରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଦୁର୍ନୀତି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀଙ୍କ ସହ ପହଞ୍ଚିଲେ। ମୈତ୍ରୀ ବିହାର ସ୍ଥିତ ଶକ୍ତି ବିଭାଗର ଇଆଇସିଙ୍କ କାର୍ଯ୍ୟାଳୟରେ ଚଢାଉ କରିଛନ୍ତି।ଦିନ ୩ଟା ୧୫ରେ କୌଣସି କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ନ…
ନୂଆଦିଲ୍ଲୀ, ୦୯/୦୪: ହର୍ମୁଜ ପ୍ରଣାଳୀ ଦେଇ ଟ୍ୟାଙ୍କର ପରିବହନ ପାଇଁ ନୂଆ ନିୟମ ଲାଗୁ। ତୈଳ ପରିବହନ ପାଇଁ ନୂଆ ନିୟମ ଲାଗୁ କଲା ଇରାନ। ପ୍ରତି ବ୍ୟାରେଲ୍ ଅଶୋଧିତ ତୈଳ ପାଇଁ ଦେବାକୁ ହେବ ୧ ଡଲାର। ବିଟ୍ କଏନ…