ଏବେ ଅଟକିବ ବାର୍ଦ୍ଧକ୍ୟ: ଋଷ ବୈଜ୍ଞାନିକଙ୍କ ବଡ଼ ଦାବି |

ସମସ୍ତେ ଚାହାଁନ୍ତି ଚିର ଯୌବନ ବଜାୟ ରଖିବା ପାଇଁ, କିନ୍ତୁ ବୟସ ବଢ଼ିବା ଏକ ପ୍ରାକୃତିକ ପ୍ରକ୍ରିୟା। ମାତ୍ର ଏବେ ଋଷର ବୈଜ୍ଞାନିକମାନେ ଏକ ଏମିତି ଚମତ୍କାରୀ ଔଷଧ ବିକଶିତ କରୁଥିବା ଦାବି କରିଛନ୍ତି, ଯାହା ମଣିଷର ବାର୍ଦ୍ଧକ୍ୟକୁ ରୋକିପାରିବ। ମୁଖ୍ୟ…

ପୃଥକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ପୃଥକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ରାୟଗଡା ଜିଲ୍ଲା ଗୁଣୁପୁର ଓ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ପୃଥକ ବାଇକ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ବଡବାରିଡି ନିକଟରେ ଦୁଇ ବାଇକ୍…

ଖୋର୍ଦ୍ଧାରେ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁ

ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌।ସମସ୍ତ ସରକାରୀ/ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ପାଇଁ ନିର୍ଦ୍ଦେଶ।ହିଟ୍‌ ୱେଭ୍‌କୁ ଦେଖି ସ୍କୁଲ୍‌ ସମୟ ବଦଳାଇଲେ ଜିଲ୍ଲାପାଳ। ଡହଳ ବିକଳ କଲାଣି ଖରା । ଅଧିକାଂଶ ଜିଲ୍ଲାରେ ତାପମାତ୍ରା 40…

ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ ସର୍ଭେ କରୁଥିବା ବେଳେ ଜଣେ ଶିକ୍ଷକ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶିକ୍ଷକ ମାନସ…

ଏପ୍ରିଲ ୨୭ ରୁ ଖରାଛୁଟି : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଏପ୍ରିଲ ୨୭ ରୁ ଖରାଛୁଟି ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ । ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଖରାଛୁଟି ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।…

ବାଗଝୋଲା ନଦୀଘାଟରୁ ଗଳିତ ମୃତଦେହ ଜବତ, ହତ୍ୟା ପରେ ଆଳୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଥିବା ସନ୍ଦେହ

କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଏକ ଶିହରଣକାରୀ ଘଟଣା ସାମ୍ନାକୁ ଆସିଛି। ଇନ୍ଦ୍ରାବତୀ ନଦୀର ବାଗଝୋଲା ଘାଟ ନିକଟରୁ ଏକ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ଏକ ଆଳୁ ବସ୍ତାରେ ଭର୍ତ୍ତି ହୋଇ ପଡ଼ିରହିଥିବାରୁ…

ଚାଲିଥିଲା ସଟ୍ଟାଖେଳ: ମାଡି ବସିଲା ସଦର ଥାନା ପୋଲିସ୍, ୫ଅଭିଯୁକ୍ତ…

ବରଗଡ଼ ସଦର ଥାନା ପୋଲିସ୍ ସଟ୍ଟା କାରବାରରେ ବୁଧବାର ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ବର ଗ୍ରାମର ନେପାଳ ସାହୁ(୪୬), ସଦାନନ୍ଦ ସାହୁ (୩୯), ଗିରିଜା ଶଙ୍କର ସାହୁ(୩୯), ଶୁରୁବାବୁ ସାହୁ (୪୫)…

ବକ୍ସ ଅଫିସରେ କମାଲ, ୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୂତ ବଙ୍ଗଳା’

ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୂତ ବଙ୍ଗଳା’ କମାଲ୍ କରୁଛି । ଅକ୍ଷୟ କୁମାର ଏବଂ ଭାମିକା ଗବ୍ବି ଷ୍ଟାରର୍ ଏହି ହରର-କମେଡି ଫିଲ୍ମ ଜବରଦସ୍ତ ଓପନିଂ କରିଛି । ଫିଲ୍ମଟି ରଣବୀର ସିଂଙ୍କ ଧୁରନ୍ଧରକୁ କଡ଼ା…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି |

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆସନ୍ତା ୨୫…

ଧାରୁଆ ଅସ୍ତ୍ରରେ ନାବାଳକକୁ ମରଣାନ୍ତକ ଆକ୍ରମ, କେନାଲ ବନ୍ଧରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲା ନିଖୋଜ ନାବାଳକ |

ଭଦ୍ରକ ଗ୍ରାମାଂଚଳ ଥାନା ନଳାଙ୍ଗରୁ ଯାଇଥିବା ହାଇଲେବୁଲ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ଜଣେ ନାବାଳକକୁ ଆଜି ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଖବର ପାଇ ଗ୍ରାମାଂଚଳ ପୁଲିସ୍ ମେଡିକାଲ ଓ ଘଟଣାସ୍ଥଳକୁ…

error: Content is protected !!