ପଣ୍ଡିତ ମାତାଦୀନଙ୍କ ଜୟନ୍ତୀ ପାଳିତ |

ଲଇକେରା:ଝାରସୁଗୂଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ ଅଧିନସ୍ଥ ବାଗଡିହି ଠାରେ ବ୍ରାହ୍ମଣ ଶିରୋମଣି ପଣ୍ଡିତ ମାତାଦୀନ ଶର୍ମାଙ୍କ ୮୬ତମ ଜୟନ୍ତୀ ପାଳନ ହୋଇଯାଇଛି ।ଏହି ଅବସରରେ ମିଠା,ସରବତ ଓ ଫଳ ବଣ୍ଠନ କରାଯାଇଥିବା ବେଳେ ସଡକ ସୁରକ୍ଷା ଵିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।ପଣ୍ଡିତ ଅଜୟ କୁମାର ଶର୍ମାଙ୍କ ଆୟୋଜନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦଶରଥ ଟୂଡୁ,ଛତ୍ରପତି ଶିବାଜୀ ବାରିକ,ପିୟୁଷ ଶର୍ମା,ପପ୍ପୁ ଅଗ୍ରୱାୱ,ରମେଶ ଅଗ୍ରୱାଲ, ସନ୍ତୋଷ ବାରିକ,ସୁରେନ୍ଦ୍ର ଯାଦବ,ଦିଲିପ ପାଣ୍ଡେ,ଧିରେନ୍ଦ୍ର କୁମାର ମେହେର,ପିତୃ ସେକା,ଦୁଖ ବନ୍ଧୁ ଖର୍ସେଲ,ବୈଶାଖୁ ମୁଣ୍ଡା, ମାନସ ତ୍ରିପାଠୀ,ସରୋଜ ନାୟକ ସହିତ ଅନ୍ୟାନ୍ୟ ଗଣମାନ୍ଯ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!