କୋଇଡା:- ସୁନ୍ଦରଗଡ କୋଇଡା ରୁ ଦେଖିବାକୁ ମିଳିଛି ଅଫିମ ମାଫିଆଙ୍କ ବଡ ଧାରଣ ର ଅଫିମ ଚାଷ ର କୋୟା ବିସ୍ତାର କୋଇଡା ଖଣି ଅଞ୍ଚଳ କୁ ଟାର୍ଗେଟ କରିଛନ୍ତି ଅଫିମ ମାଫିଆ ଆସ୍ଥାନ ପ୍ରଶାସନ ଓ ଅବକାରୀ ବିଭାଗର କୁ ଚତୁର ଦେଖାଇ ଚଳାଇଥିଲା ଅଫିମ ଚାଷ ର ମାଷ୍ଟର ମାଇଡ ପାଞ୍ଚ ଏକର ରୁ ଉର୍ଦ୍ଧ ଜଙ୍ଗଲ ଜୋମି ଉପୋରେ ହୋଇଥିଲା ଅଫିମ ଚାଷ ଜଙ୍ଗଲ ର ବିଭିନ୍ନ ଗଛ ଲୋତା କୁ କାଟି ଜମିର ର ସଦୃଶ୍ୟ ବନାଇ କରୁଥିଲେ ଅଫିମ ଚାଷ ଏମିତି ଦେଖିବାକୁ ମିଳିଛି କୋଇଡା ଅଞ୍ଚଳ ରେ ଦେଖିବାକୁ ମିଳିଛି ପାଣ୍ଡୁ ପଖରି ଗାଁ ନିକଟ ରେ ଯାହାକି କୋଇଡା ଠାରୁ ମାତ୍ର ପାଞ୍ଚ କିଲୋମିଟର ରେ ଜଙ୍ଗଲ ଜମି ଉପରେ ପାଞ୍ଚ ଏକର ରୁ ଉର୍ଦ୍ଧ ଜମିରେ ବିଫଳ ପରିମାଣ ରେ ଅଫିମ ଚାଷ କୌଣସି ସୂତ୍ର ରୁ ଖବର ପାଇ କୋଇଡା ପୋଲିସ୍ ,ଅବକାରୀ ବିଭାଗ କୋଇଡା ତସିଦାର ଓ ବଣାଇ ଏସ୍ ଡି ପି ଓ କେବଲାଙ୍ଗ ପୋଲିସ୍ ମିଳିତ ଘଟଣା ରେ ପହଞ୍ଚି ସପୂର୍ଣ ଅଫିମ ଚାଷ କୁ ନଷ୍ଟ କରିଛନ୍ତି ଓ ଏହି ଅଫିମ ଚାଷ ର ଆନୁମାନିକ ମୂଲୀୟ ୩୨ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି ଏହି ଘଟଣ ରେ ଦୁଇ ଜଣଙ୍କ ଅଟକ ରଖାଯାଇଛି ସେ ଦୁଇ ଜଣ ବ୍ୟକ୍ତି ଝାଡ଼ଖଣ୍ଡ ଅଞ୍ଚଳ ର ବୋଲି ପୋଲିସ୍ ପକ୍ଷୀରୁ ସୂଚନା ମିଳିଛି ଏହି ପଛର ମୁଖ୍ୟ ମାଷ୍ଟର ମାଇଣ୍ଡ କିଏ? କାହା ଛତ୍ର ଛାୟା ରେ ଚାଲୁଥିଲା ଏକର ଏକର ଜଙ୍ଗଲ ଜମିରେ ଅଫିମ ଚାଷ । ଏ ଘଟଣା ର ଅଧିକ ସୂଚନା ପାଇଁ ପୋଲିସ୍ ପ୍ରାଥମିକ ତଦନ୍ତ ଜାରି ରଖିଛି
ସୁନ୍ଦରଗଡ କୋଇଡା ରୁ ଜିଲ୍ଲା ପ୍ରତିନିଧି ନିଖୋଜ ନାଏକଙ୍କ ରିପୋର୍ଟ
