ଦଳ ଛାଡିଲେ ବିଶ୍ୱଜିତ ମହାନ୍ତି |

ଦୀର୍ଘ ଦିନ ଧରି ବିଜେଡ଼ି ଦଳରେ କୋଣ ଠେଶା ହୋଇ ରହିଥିବା ବିଶ୍ୱଜିତ୍ ମହାନ୍ତି ଶେଷରେ ଦଳ ଛାଡିଛନ୍ତି। ତେବେ ଦୀର୍ଘ ୬ ବର୍ଷ ଧରି ଦଳରେ ରହି ରାଜନୀତି କରି ଆସୁଥିବା ବିଶ୍ୱଜିତ୍ ରାଜନୀତି ରୁ ଦୂରେଇ ରହୀ କଟକ ବାସୀ ଙ୍କ ସେବା କରିବା ମୋର ଲକ୍ଷ୍ୟ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ବିଶ୍ୱଜିତ୍ ମହାନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!