କଳାହାଣ୍ଡି କେସିଙ୍ଗା ପାଖ ବୋରିଆ NH 26 ରାଜ ପଥରେ ଗୋଟେ ଟ୍ରକ ବାଇକ କୁ ସାମ୍ନା ସାମନି ଧକା ଦେବା ଫଳ ରେ ବାଇକ ରେ ବସି ଥିବା ଦୁଇ ଜଣକ ମଧ୍ୟ ରୁ ଜଣକ ର ମୃତୁ ହୋଇ ଥିଲା ବେଳେ ଜଣକୁ ଗୁରୁତର ଅବସ୍ଥା ରେ ହସ୍ପିଟାଲ ରେ ଭର୍ତି କରାଯାଇଛି
ମୃତକ ଜଣ ହେଉଛନ୍ତି ଜଣେ 42ବର୍ଷ ମହିଳା ସେ ସେଂ ପୁର ମାଟିଆ ଗ୍ରାମର ବୋଲି ଜଣା ପଡିଛି.
କଳାହାଣ୍ଡି ରୁ ସ୍ଵମନି ସୋନି ହର୍ଶିକା ମିଡିଆ
