ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ରବିବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ କାରଖାନାରେ ପ୍ରାୟ ୩୦ ଜଣ…
ଭୁବନେଶ୍ୱର, ୧୭/୦୪: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ୨୧ ତାରିଖରେ ଓଡ଼ିଶା ଆସି ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୧ ସକାଳେ ନୂଆଦିଲ୍ଲୀରୁ ବାୟୁସେନା ବିମାନରେ ଆସିବେ ରାଷ୍ଟ୍ରପତି। ସକାଳ ୧୦ଟା…
ବଲାଙ୍ଗୀର, ୧୭/୦୪: ପ୍ରବଳ ଖରା, ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୧୮ରୁ ୨୧ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।…
ଭୁବନେଶ୍ୱର, ୧୭/୦୪: ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ କରିଛି ବିଡ଼ିଏ। ବିଡିଏ ପକ୍ଷରୁ ଏହା ହେଉଛି ରାଜଧାନୀରେ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ୬୮ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରୁଛି ବିଡିଏ।…
ଭୁବନେଶ୍ୱର, ୧୬/୦୪: ସମାଜରେ ସଠିକ୍ ସ୍ଥାନ ଓ ଅଧିକାର ପାଇବା ପାଇଁ ମହିଳାମାନଙ୍କର ଶତାବ୍ଦୀ ଧରି ଚାଲିଥିବା ସଂଘର୍ଷର ପରିଣାମ ହେଉଛି ନାରୀ ଶକ୍ତି ବନ୍ଦନ ଅଧିନିୟମ 2023। ଏହି ଆଇନଟି 30 ବର୍ଷ ପୂର୍ବରୁ ପାସ୍ ହେବା ଉଚିତ ଥିଲା,…
ବହୁତ ଦିନର ବ୍ୟବଧାନ ପରେ ଜରଡା ଥାନାରେ ରୁଜୁ ହୋଇଥିବା ଆକ୍ରମଣ ମାମଲାରେ ପୁଲିସ ଏକ ବଡ଼ ସଫଳତା ହାସଲ କରିଛି। ବହୁରାଜ୍ୟରେ ସମନ୍ୱିତ ଛାପାମାରି କରି ପୁଲିସ ମୁଖ୍ୟ ଅଭିଯୁକ୍ତ ମନୋଜ ଦାସ (୩୬)ଙ୍କୁ ଗିରଫ କରିଛି।ପୁଲିସ ସୂଚନାନୁସାରେ, ଜରଡା…
ମୁମ୍ବାଇ, ୧୧/୦୪: ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ। ହୃଦଘାତ କାରଣରୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୨ ବର୍ଷୀୟା ଆଶାଙ୍କ ଅବସ୍ଥା ସଙ୍ଗୀନ ଥିବା ଜଣାପଡିଛି। ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ…
ପାଟନା, ୧୧/୦୪: ବିହାରର କଟିହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବସ୍ ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ୩୦ ରୁ ଅଧିକ ଲୋକ ଆହତ ମଧ୍ୟ…
ଭୁବନେଶ୍ୱର, ୧୧/୦୪: ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରତିଭା ଅନ୍ବେଷଣ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୟୁନିଟ୍-୧ ସ୍ଥିତ ଫୁଟବଲ୍ ଏକାଡେମୀ ପରିସରରେ…