ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଗୋଟିଏ ଜନ୍ମରେ ଅତ୍ୟାଚାର ଏଭଳି ହେଲା ଯେ ସ୍ତ୍ରୀ ସହି ପାରିଲେନି । ଯାହାକୁ ସାତ ଜନ୍ମ ପାଇଁ ସାଥି ହୋଇ ରହିବାକୁ ସାକ୍ଷୀ…
ବିଜୁ ଜନତା ଦଳ ସୁପ୍ରିମୋ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଶ୍ରୀମତୀ ପୁଷ୍ପଲତା ରାଉତ ( ପୁଷ୍ପା ) ଙ୍କୁ ଭୁବନ ବ୍ଲକ ଏବଂ ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ…
ସମସ୍ତେ ଚାହାଁନ୍ତି ଚିର ଯୌବନ ବଜାୟ ରଖିବା ପାଇଁ, କିନ୍ତୁ ବୟସ ବଢ଼ିବା ଏକ ପ୍ରାକୃତିକ ପ୍ରକ୍ରିୟା। ମାତ୍ର ଏବେ ଋଷର ବୈଜ୍ଞାନିକମାନେ ଏକ ଏମିତି ଚମତ୍କାରୀ ଔଷଧ ବିକଶିତ କରୁଥିବା ଦାବି କରିଛନ୍ତି, ଯାହା ମଣିଷର ବାର୍ଦ୍ଧକ୍ୟକୁ ରୋକିପାରିବ। ମୁଖ୍ୟ…
ପୃଥକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ରାୟଗଡା ଜିଲ୍ଲା ଗୁଣୁପୁର ଓ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ପୃଥକ ବାଇକ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ବଡବାରିଡି ନିକଟରେ ଦୁଇ ବାଇକ୍…
ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍।ସମସ୍ତ ସରକାରୀ/ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ପାଇଁ ନିର୍ଦ୍ଦେଶ।ହିଟ୍ ୱେଭ୍କୁ ଦେଖି ସ୍କୁଲ୍ ସମୟ ବଦଳାଇଲେ ଜିଲ୍ଲାପାଳ। ଡହଳ ବିକଳ କଲାଣି ଖରା । ଅଧିକାଂଶ ଜିଲ୍ଲାରେ ତାପମାତ୍ରା 40…
କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ ସର୍ଭେ କରୁଥିବା ବେଳେ ଜଣେ ଶିକ୍ଷକ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶିକ୍ଷକ ମାନସ…
ଏପ୍ରିଲ ୨୭ ରୁ ଖରାଛୁଟି ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ । ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଖରାଛୁଟି ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।…
କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଏକ ଶିହରଣକାରୀ ଘଟଣା ସାମ୍ନାକୁ ଆସିଛି। ଇନ୍ଦ୍ରାବତୀ ନଦୀର ବାଗଝୋଲା ଘାଟ ନିକଟରୁ ଏକ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ଏକ ଆଳୁ ବସ୍ତାରେ ଭର୍ତ୍ତି ହୋଇ ପଡ଼ିରହିଥିବାରୁ…
ବରଗଡ଼ ସଦର ଥାନା ପୋଲିସ୍ ସଟ୍ଟା କାରବାରରେ ବୁଧବାର ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ବର ଗ୍ରାମର ନେପାଳ ସାହୁ(୪୬), ସଦାନନ୍ଦ ସାହୁ (୩୯), ଗିରିଜା ଶଙ୍କର ସାହୁ(୩୯), ଶୁରୁବାବୁ ସାହୁ (୪୫)…
ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୂତ ବଙ୍ଗଳା’ କମାଲ୍ କରୁଛି । ଅକ୍ଷୟ କୁମାର ଏବଂ ଭାମିକା ଗବ୍ବି ଷ୍ଟାରର୍ ଏହି ହରର-କମେଡି ଫିଲ୍ମ ଜବରଦସ୍ତ ଓପନିଂ କରିଛି । ଫିଲ୍ମଟି ରଣବୀର ସିଂଙ୍କ ଧୁରନ୍ଧରକୁ କଡ଼ା…