ହଜାର ହଜାର ସମର୍ଥକଙ୍କୁ ନେଇ ସମାବେଶ କରି ଦମ୍ ଦେଖାଇଲେ ପ୍ରଭାତ ବିଶ୍ବାଳ |

ବିଜେଡ଼ିରୁ ବହିଷ୍କାର ହେବା ପରେ ପ୍ରଥମ ଥର ପାଇଁ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ରବିବାର ସଂଧ୍ୟାରେ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ନିଜର ଦମଦାର ଶକ୍ତି ପ୍ରଦର୍ଶନ କରିଛନ୍ତି। ହଜାର ହଜାର ସମର୍ଥକଙ୍କୁ ନେଇ ଶ୍ରୀ ବିଶ୍ୱ।ଳ…

ଲୁଗା ଦୋଳି ହେଲା କାଳ : ବେକରେ ଫାଶ ପଡି ନାବାଳକ ମୃତ |

ଲୁଗା ଦୋଳି ହେଲା କାଳ। ଲୁଗା ଦୋଳିରେ ଖେଳୁଥିବା ବେଳେ ବେକରେ ଫାଶ ପଡି ଚାଲିଗଲା ନାବାଳକର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉଦଳା ଥାନା ଜଗନ୍ନାଥୀ ଗ୍ରାମରେ। ମୃତ ନାବାଳକ ଜଣକ ହେଲେ ସତ୍ୟ ମୁର୍ମୁ…

ଆମ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ |

ଆମ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ବାଣୀବିହାର – ରସୂଲଗଡ଼ ରାସ୍ତାର ସତସଙ୍ଗ ବିହାର-ବାଣୀବିହାର ମଝିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ଏବଂ ସ୍ଥାନୀୟ ଲୋକେ…

ଫିଲ୍ମ ଷ୍ଟାଇଲରେ କିଡ୍‌ନାପ୍‌, ଗୋଡାଇ ଗୋଡାଇ ଧରିଲା ପୋଲିସ,ଭଦ୍ରକରେ କାଜୁ ବ୍ୟବସାୟୀଙ୍କୁ କିଡନାପ୍ ଉଦ୍ୟମ

ଆଜି ଭଦ୍ରକରେ ଜଣେ କାଜୁ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରୁ କିଛି ଦୃବୁର୍ତ ଫିଲ୍ମ ଷ୍ଟାଇଲରେ ବୋଲେରୋରେ ଅପହରଣ କରି ନେଉଥିବାବେଳେ ସହରାଂଚଳ ଥାନା ପୁଲିସ୍ ପହଂଚି ବୋଲେରୋକୁ ଗୋଡାଇ ଧରିବା ସହ ଅପହୃତାଙ୍କୁ ଉଦ୍ଧାର କରିଛି। ପ୍ରାପ୍ତ ସୂଚନା ଅନୁସାରେ ଦିବା…

ଗୋରୁ ବୋଝେଇ ମାରୁତି ଭ୍ୟାନ୍‌କୁ ପୋଡିଦେଲେ ଉତ୍ୟକ୍ତ ଲୋକେ, ୬ ଗୋରୁ ଉଦ୍ଧାର

ପୁଲିସ୍ ଯେତେ ସଜାଗ ହେଲେ ମଧ୍ୟ ଭଦ୍ରକ ଜିଲାରେ ଗୋ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରା ଗୋ ଚାଲାଣକୁ ରୋକିବା ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ…

ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ |

ବାଲୁଗାଁ : ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଜଣକ ବାଣପୁର ଥାନା ବାହାଡାଖୋଲା ଶାନ୍ତିନଗରର ଶଠ ରାଉତରାୟ । ତାଙ୍କ ବୟସ ୮୫ ବର୍ଷ ବୋଲି ଜଣାପଡ଼ିଛି । କଏଦୀ ଜଣକ ବ୍ରହ୍ମପୁର ଏମକେସିଜି ମେଡିକାଲ ଚିକିତ୍ସିତ ହୋଇ…

ଟ୍ରାଫିକ୍ ରେ ମ୍ୟୁଜିକ୍ ମଜା, ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ସିଗ୍ନାଲରେ ବାଜୁଛି ମ୍ୟୁଜିକ |

ଭୁବନେଶ୍ୱର : ଟ୍ରାଫିକ୍ ସିଗନାଲରେ ମ୍ୟୁଜିକ୍ ମଜା । ଭିଡ଼ ଭିତରେ ଟ୍ରାଫିକ ସିଗ୍ନାଲରେ ବାଜୁଛି ସୁମଧୁର ଧୁନ୍ । ଖରା କି ବର୍ଷା ଟ୍ରାଫିକ ପୋଷ୍ଟରେ ମଜା ନେଉଛନ୍ତି ଲୋକ । ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ସିଗ୍ନାଲ ରେ ବାଜୁଛି ମ୍ୟୁଜିକ।…

ଡକାୟତି ଘଟଣାରେ ପାଞ୍ଚ ଜଣ ଗିରଫ ଯାଜପୁର SDPO ପକ୍ଷରୁ ସାମ୍ବାଦିକ ସମ୍ମିଳନୀ!

-ରାସ୍ତା ରୁ ଡକାୟତି ଘଟଣା ର ପର୍ଦ୍ଦାଫାଶ କଲା ବାଲିଚନ୍ଦ୍ରପୁର ଥାନା ପୋଲିସ। ଦୁଇ ଜଣ ଯୁବକ ମାହାଙ୍ଗା ବ୍ଲକ କୋଳିଅଠା ଗ୍ରାମ ରୁ ବାହାଘର ପ୍ରୋଗ୍ରାମ ସୁଟିଂ ସାରି ଘରକୁ ଫେରୁଥିବା ସମୟରେ ପାଞ୍ଚ ଜଣ ଦୃର୍ବୁତ୍ତ ରାସ୍ତା ରେ…

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ ଜଣେ ଗୁରୁତର |

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ଆଲୁଅ ଝରଣା ପୂର୍ତ୍ତ ରାସ୍ତା ଅନ୍ତର୍ଗତ ବଡଜୋରା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ ଘଟିଛି। ସୂଚନା ମୁତାବକ ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ତରହତା ଗ୍ରାମର ପ୍ରଦୀପ ନାଏକ ଓ ଅନ୍ୟ…

ପଣ୍ଡିତ ମାତାଦୀନଙ୍କ ଜୟନ୍ତୀ ପାଳିତ |

ଲଇକେରା:ଝାରସୁଗୂଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ ଅଧିନସ୍ଥ ବାଗଡିହି ଠାରେ ବ୍ରାହ୍ମଣ ଶିରୋମଣି ପଣ୍ଡିତ ମାତାଦୀନ ଶର୍ମାଙ୍କ ୮୬ତମ ଜୟନ୍ତୀ ପାଳନ ହୋଇଯାଇଛି ।ଏହି ଅବସରରେ ମିଠା,ସରବତ ଓ ଫଳ ବଣ୍ଠନ କରାଯାଇଥିବା ବେଳେ ସଡକ ସୁରକ୍ଷା ଵିଷୟରେ…

error: Content is protected !!