ଯୁଦ୍ଧ ଘନଘଟା ଭିତରେ ଖସିଲା ସୁନା ଓ ରୁପା ଦର -୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୨୭୦୦ ଟଙ୍କା କମିଲା -୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୨,୯୪୦ ଟଙ୍କା ଖସିଲା -୨୪ କ୍ୟାରେଟ୍ ସୁନା…
ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ଵାସ୍ଥ୍ୟ ଉପରେ ତଦାରଖ ରଖୁଛନ୍ତି। ଡାକ୍ତରମାନେ କହିଛନ୍ତି ଯେ ତାଙ୍କ ଅବସ୍ଥା…
ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ଏବଂ ବିଶ୍ୱ ଶକ୍ତି ଯୋଗାଣର ସୁରକ୍ଷା ସୁନିଶ୍ଚିତ କରିବା…
ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର। ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର। କାରଣ ବିଦ୍ୟୁତ ଟାରିଫ୍ ନବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ ବା OERC। ଏନେଇ ମଙ୍ଗଳବାର ଓଇଆରସି ପକ୍ଷରୁ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦିଆଯାଇଛି।…
ଭୁବନେଶ୍ୱର, ୨୨/୦୩ : ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି । ଆସନ୍ତାକାଲି ଠାରୁ ମିଳିବ ଅଧିକ ୨୦% ଗ୍ୟାସ୍ । ରାଜ୍ୟ ପାଇଁ ଅଧିକ ୨୦% ଗ୍ୟାସ କୋଟା । ସରକାରୀ କ୍ୟାଣ୍ଟିନ୍ ଓ ଡାଏରୀ ଶିଳ୍ପକୁ ମିଳିବ…
ରାଜ୍ୟସଭା ନିର୍ବାଚନ ଜିତିବା ମହାପ୍ରଭୁଙ୍କ ଦର୍ଶନ କଲେ ପରେ ପୁରୀ ରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ଆଜି ସକାଳୁ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ଆର୍ଶୀବାଦ ଲାଭ କରିଛନ୍ତି।…
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀମନ୍ଦିର ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି ଙ୍କ ସମେତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟଭାର ନେଇଥିବା ଓବିସିସି…
ପୁରୀରୁ ବଡ଼ ଖବର… ଶ୍ରୀମନ୍ଦିର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପ୍ରଶ୍ନକୁ ନେଇ ବଢ଼ୁଛି ଚର୍ଚ୍ଚା…ଶ୍ରୀ ଜଗନ୍ନାଥ ମନ୍ଦିର ର ସିଂହଦ୍ୱାର ଗୁମୁଟରେ ଥିବା ଦଶାବତାର ମୂର୍ତି… କେବେ ହେବ ପୁନଃସ୍ଥାପନା?୨୦୧୦-୧୧ ମସିହାରେ କାଢ଼ାଯାଇଥିବା ଏହି ମୂର୍ତିଗୁଡ଼ିକୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୫…