Harsika Media (E-papaer )

ଆଶା ଭୋସଲେ ଅସୁସ୍ଥ |

ମୁମ୍ବାଇ, ୧୧/୦୪: ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ। ହୃଦଘାତ କାରଣରୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୨ ବର୍ଷୀୟା ଆଶାଙ୍କ ଅବସ୍ଥା ସଙ୍ଗୀନ ଥିବା ଜଣାପଡିଛି। ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ…

ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୧୦ ମୃତ

ପାଟନା, ୧୧/୦୪: ବିହାରର କଟିହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବସ୍ ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ୩୦ ରୁ ଅଧିକ ଲୋକ ଆହତ ମଧ୍ୟ…

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର, ୧୧/୦୪: ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରତିଭା ଅନ୍ବେଷଣ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ୟୁନିଟ୍‌-୧ ସ୍ଥିତ ଫୁଟବଲ୍‌ ଏକାଡେମୀ ପରିସରରେ…

ଆପଣଙ୍କ ପିଲା ଇନଷ୍ଟାଗ୍ରାମ ବ୍ୟବହାର କରୁଛି କି? ଜାଣନ୍ତୁ ମେଟାର ନୂଆ ନିୟମ

ନୂଆଦିଲ୍ଲୀ, ୧୧/୦୪: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଶିଶୁମାନଙ୍କ ସୁରକ୍ଷାକୁ ଆହୁରି କଠୋର କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛି। Meta କମ୍ପାନୀ ଘୋଷଣା କରିଛି ଯେ ଅନ୍ତର୍ଜାତୀୟ ସ୍ତରରେ ଶିଶୁମାନଙ୍କ ଆକାଉଣ୍ଟଗୁଡ଼ିକୁ ଏବେ ଡିଫଲ୍ଟରେ ୧୩+ ବୟସ…

ବିମାନର ଆଗ ସିଟ୍‌ରେ ମୃତ ପିଲାଙ୍କ ସ୍ମୃତି: ରକ୍ତ ଭିଜା ବ୍ୟାଗକୁ ସାଥିରେ ଅଛି ଫଟୋ

ତେହେରାନ, ୧୧/୦୪: ଇରାନ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ପାଇଁ ଇରାନର ଏକ ପ୍ରତିନିଧି ଦଳ ଇସଲାମାବାଦ ଯାଇଛନ୍ତି। ତେବେ ସେମାନଙ୍କ ବିମାନରେ ଏକ ବିଶେଷ ବ୍ୟବସ୍ଥା କରାଯାଇଥିଲା। ବିମାନର ଆଗ ସିଟ୍‌ରେ ଏକ ରକ୍ତ ଲାଗିଥିବା ସ୍କୁଲ୍ ବ୍ୟାଗ୍,…

ଭୁବନେଶ୍ୱରରୁ ଆତଙ୍କୀ ଗିରଫ

ଭୁବନେଶ୍ୱର, ୧୧/୦୪: ରାଜଧାନୀ ଭୁବନେଶ୍ବରରୁ ଆତଙ୍କବାଦୀ ଗିରଫ। କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍ ୬ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ଉକ୍ତ ବ୍ୟକ୍ତି ଜଣକ ପାକିସ୍ତାନ ସହ ଲିଙ୍କରେ‌ ଥିଲେ।ସେ ୟୁନିଟ୍ ୬ ଅଞ୍ଚଳରେ…

ଆଜି ବିଶ୍ୱ ଛେନାପୋଡ଼ ଦିବସ

ବିଶ୍ୱ ଛେନାପୋଡ଼ ଦିବସ:- ଛେନାପୋଡ଼ ଦିବସ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖରେ ପାଳନ କରାଯାଏ। ଏହି ଦିବସ ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଏ। ସେ ୧୯୩୧ ଏପ୍ରିଲ ୧୧ରେ ନୟାଗଡ଼…

ଗୋଟିଏ ବିମାନରେ ନବୀନ-ପିତାମ୍ବର |

ସୋସିଆଲ ମିଡ଼ିଆରେ ଫଟୋ ସେୟାର କଲେ ଏଜି ନୂଆଦିଲ୍ଲୀ, ୧୦/୦୪: ଗୋଟିଏ ବିମାନରେ ନବୀନ-ପିତାମ୍ବର। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଗୋଟିଏ ବିମାନରେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀ ଯିବା ବେଳେ…

ହିଟ୍ ୱେଭ୍: ୬ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୦/୦୪: ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ଛଅ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲିଠାରୁ ସର୍ବାଧିକ ଦିନର ତାପମାତ୍ରା ବୃଦ୍ଧି ପାଇବ ଏବଂ ରାଜ୍ୟର ଅନେକ ସ୍ଥାନରେ…

error: Content is protected !!