ବଲାଙ୍ଗୀର, ୧୭/୦୪: ପ୍ରବଳ ଖରା, ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୧୮ରୁ ୨୧ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।…
ଭୁବନେଶ୍ୱର, ୧୭/୦୪: ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ କରିଛି ବିଡ଼ିଏ। ବିଡିଏ ପକ୍ଷରୁ ଏହା ହେଉଛି ରାଜଧାନୀରେ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ୬୮ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରୁଛି ବିଡିଏ।…
ଭୁବନେଶ୍ୱର, ୧୬/୦୪: ସମାଜରେ ସଠିକ୍ ସ୍ଥାନ ଓ ଅଧିକାର ପାଇବା ପାଇଁ ମହିଳାମାନଙ୍କର ଶତାବ୍ଦୀ ଧରି ଚାଲିଥିବା ସଂଘର୍ଷର ପରିଣାମ ହେଉଛି ନାରୀ ଶକ୍ତି ବନ୍ଦନ ଅଧିନିୟମ 2023। ଏହି ଆଇନଟି 30 ବର୍ଷ ପୂର୍ବରୁ ପାସ୍ ହେବା ଉଚିତ ଥିଲା,…
ବହୁତ ଦିନର ବ୍ୟବଧାନ ପରେ ଜରଡା ଥାନାରେ ରୁଜୁ ହୋଇଥିବା ଆକ୍ରମଣ ମାମଲାରେ ପୁଲିସ ଏକ ବଡ଼ ସଫଳତା ହାସଲ କରିଛି। ବହୁରାଜ୍ୟରେ ସମନ୍ୱିତ ଛାପାମାରି କରି ପୁଲିସ ମୁଖ୍ୟ ଅଭିଯୁକ୍ତ ମନୋଜ ଦାସ (୩୬)ଙ୍କୁ ଗିରଫ କରିଛି।ପୁଲିସ ସୂଚନାନୁସାରେ, ଜରଡା…
ମୁମ୍ବାଇ, ୧୧/୦୪: ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ। ହୃଦଘାତ କାରଣରୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୨ ବର୍ଷୀୟା ଆଶାଙ୍କ ଅବସ୍ଥା ସଙ୍ଗୀନ ଥିବା ଜଣାପଡିଛି। ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ…
ପାଟନା, ୧୧/୦୪: ବିହାରର କଟିହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବସ୍ ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ୩୦ ରୁ ଅଧିକ ଲୋକ ଆହତ ମଧ୍ୟ…
ଭୁବନେଶ୍ୱର, ୧୧/୦୪: ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରତିଭା ଅନ୍ବେଷଣ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୟୁନିଟ୍-୧ ସ୍ଥିତ ଫୁଟବଲ୍ ଏକାଡେମୀ ପରିସରରେ…
ନୂଆଦିଲ୍ଲୀ, ୧୧/୦୪: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଶିଶୁମାନଙ୍କ ସୁରକ୍ଷାକୁ ଆହୁରି କଠୋର କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛି। Meta କମ୍ପାନୀ ଘୋଷଣା କରିଛି ଯେ ଅନ୍ତର୍ଜାତୀୟ ସ୍ତରରେ ଶିଶୁମାନଙ୍କ ଆକାଉଣ୍ଟଗୁଡ଼ିକୁ ଏବେ ଡିଫଲ୍ଟରେ ୧୩+ ବୟସ…
ତେହେରାନ, ୧୧/୦୪: ଇରାନ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ପାଇଁ ଇରାନର ଏକ ପ୍ରତିନିଧି ଦଳ ଇସଲାମାବାଦ ଯାଇଛନ୍ତି। ତେବେ ସେମାନଙ୍କ ବିମାନରେ ଏକ ବିଶେଷ ବ୍ୟବସ୍ଥା କରାଯାଇଥିଲା। ବିମାନର ଆଗ ସିଟ୍ରେ ଏକ ରକ୍ତ ଲାଗିଥିବା ସ୍କୁଲ୍ ବ୍ୟାଗ୍,…