-ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଟପୁର ଗ୍ରାମପଂଚାୟତର ବଟକୃଷ୍ଣ ବଳଙ୍କ ପୁତ୍ର ବିନୋଦ ବଳ ଆଜି ସକାଳେ ଶୋଉଚ ହେବାକୁ ଯାଇଥିଲେ ।ଫଳରେ ଛଅ ଘଣ୍ଟା ବିତିଗଲେ ମଧ୍ଯ ବିନୋଦ ବଳ ଘରକୁ ଫେରି ନଥିଲେ। ଘରଲୋକେ ବିନୋଦ ର ଫେରିନଥିବା ଖବର ପାଇ ବିଭିନ୍ନ ଜାଗାରେ ଖୋଜା ଖୋଜି ଆରମ୍ଭ କରିଥିଲେ ବହୁ ସମୟ ଖୋଜା ଖୋଜି କରିବା ପରେ ନିଜ ପୋଖରୀପାଖ ରେ ପହଞ୍ଚି ଥିଲେ ପୋଖରୀରେ ବିନୋଦର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ. ସଂଗେସଂଗେ ଆମ୍ବୁଲାନ୍ସକୁ ଡକାଇ ଚାନ୍ଦବାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ. ମାତ୍ର ଡ଼କ୍ଟର ତାଙ୍କୁ ମୃତଘୋଷଣା କରିଥିଲେ.ଏହିଖବର ପାଇବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା.
