ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ସଂଗୀତ ନାଟକ ଏକାଡେମୀ ଓଡିଶା ମିଳିତ ସହଯୋଗ ରେ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ଭଦ୍ରକ ର ଦ୍ୱାବିଂଶ ତମ ଚାରି ଦିବାସୀୟ ନାଟ୍ୟ ମହୋତ୍ସବ ୨୦୨୬ ଉଦଯାପନୀ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟା ରେ ନାଟକ ପରିବେଷଣ କରିଥିଲେ ଭୁବନେଶ୍ୱର ର ନାଟ୍ୟ ସଂସ୍ଥା ବିଦ୍ୟା କନକ ତାର ନାଟକ କୁହୁଡି, ତିନି ଦିନ ବ୍ୟାପି ନାଟ୍ୟ ମହୋତ୍ସବ ରେ ଦର୍ଶକ ଙ୍କୁ ଭରପୁର ମନୋରଞ୍ଜନ କରାଉଥିଲେ ।
