ଶିକ୍ଷା, ଯୁବଶକ୍ତି ଓ ସମୁଦାୟ ଉନ୍ନତିର ଏକ ଅନନ୍ୟ ଉଦାହରଣ |

ଗଞ୍ଜାମ ଜିଲ୍ଲାର କରାପଲ୍ଲୀ ଗାଁରେ ଆଜି ଏକ ଭାବପ୍ରବଣ ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସାମ ରୁ ଆସିଥିବା ସତ୍ୟଜିତ ମଣ୍ଡଳ ପରିମଳ ଫାଉଣ୍ଡେସନ ସହ ଜଡିତ ଏବଂ OSEPA ର ଗଞ୍ଜାମ ଡିଷ୍ଟ୍ରିକ୍ଟ ଇଞ୍ଚାର୍ଜ, ତାଙ୍କର ଏକମାସିଆ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଅନଲାଇନ୍ ନିରାପତ୍ତା ଓ ସାଇବର ଶୋଷଣ ଜନିତ ଅପରାଧକୁ ରୋକିବା ନେଇ ସଚେତନତା ତାଲିମ ଶିବିର…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ବୁଧବାର ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨ ଦେହଜୀବିଙ୍କ ସହ ୪…

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ : ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

ଦାୟିତ୍ୱପୂର୍ଣ୍ଣ ଭାବେ କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରିବା ପାଇଁ ଭାରତ ସଂକଳ୍ପ ନେଇଛି। ଏହା କୌଣସି ସାଧାରଣ ଘଟଣା ନୁହେଁ ବରଂ ସାରା ବିଶ୍ୱରେ ଏଥିଲାଗି ଭାରତ ଏକ କିର୍ତ୍ତିମାନ ସ୍ଥାପନ କରିଛି। ଏ ବିଷୟରେ ଘୋଷଣା କରିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ…

ପରୀକ୍ଷା ପୂର୍ବରୁ ସ୍କୁଲରେ ‘ତାଲାବନ୍ଦୀ’ ରାଜନୀତି, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିରୋଧ ନା ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ,ଶେଷରେ ଦାୟିତ୍ୱରୁ ହଟିଲେ ପ୍ରଧାନ ଶିକ୍ଷୟିତ୍ରୀ!

ଶିକ୍ଷା ମନ୍ଦିରରେ ଅସାମାଜିକଙ୍କ ଦାଦାଗିରି। ସାମ୍ନାରେ ମାଟ୍ରିକ ପରୀକ୍ଷା, ହେଲେ ବିଦ୍ୟାଳୟ ପରିସରରେ ଶିକ୍ଷାଦାନ ପରିବର୍ତେ ଦେଖିବାକୁ ମିଳିଛି ଅଶାନ୍ତିର ବାତାବରଣ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ସ୍ଥିତ ଉତ୍କଳମଣି ନୋଡାଲ ଉଚ୍ଚ ବିଦ୍ୟା ପୀଠ ରେ ବୁଧବାର…

କଟକରେ ଫୁଟିଲା ଗୁଳି; ଯୁବକ ମୃତ

ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ରେ ଯୁବକ ମୃତ।ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ।ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼।ଛାତିରେ ବାଜିଥିଲା ଗୁଳି, ମୃତ ଘୋଷଣା କଲେ ଡାକ୍ତର।ମୃତ ଯୁବକ ହେଲେ ସୌମ୍ୟରଞ୍ଜନ ଜେନା।ଭଲ କ୍ରିକେଟ ଖେଳନ୍ତି,…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଘଟଣାରେ ସମ୍ପୃକ୍ତ ପଦ୍ମ ନାୟକଙ୍କୁ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍‌ଆଇ ରାଜ କିଶୋର…

ମାର୍ଚ୍ଚରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ |

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ ୭ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ତେବେ ସେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ମିଳିଛି। ସୂତ୍ର ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କ୍ୟାମ୍ପସରେ ପ୍ରତିଷ୍ଠା…

କର୍ଣ୍ଣାଟକ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି.

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଫୌଜଦାରୀ ମାନହାନି ମାମଲାକୁ ମଙ୍ଗଳବାର ଦିନ ଖାରଜ କରିଦେଇଛନ୍ତି। ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ‘୪୦% କମିଶନ’ ବିଜ୍ଞାପନ ଏବଂ ସ୍ଲୋଗାନକୁ ନେଇ ବିଜେପି ପକ୍ଷରୁ…

ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ |

ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି, କିନ୍ତୁ ଏକ ସର୍ତ୍ତ ସହିତ। ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ…

error: Content is protected !!