ଗତ ୩ ତାରିଖରୁ ମରିସସ ରେ ଜାହାଜରୁ ନିଖୋଜ ହୋଇଥିବା ଭଦ୍ରକ ଜିଲା କେଶପୁର ଗୋପାଳବିନ୍ଧାର ମୂଳ ନିବାସୀ ସତ୍ୟଜିତ୍ ମହାପାତ୍ରଙ୍କ ପୁତ୍ର ସାର୍ଥକ ମହାପାତ୍ର ଖବର ପାଇ ଜିଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ,ବିଭଗୀୟ…
ପୁଣି କୋର୍ଟକୁ ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ଉଡ଼ାଇ ଦେବାକୁ ଇମେଲ୍ରେ ଆସିଲା ଧମକ । ଧମକ ପରେ କୋର୍ଟ ପରିସରକୁ ଖାଲି କରି ଖାନତଲାସୀ । ବୋମା…
ମାଓ ଦମ୍ପତି ନିଖିଲ୍ ଓ ଇନ୍ଦୁର ଆତ୍ମସମର୍ପଣ ନେଇ ସ୍ପଷ୍ଟ କଲେ ଡିଜିପି। ପ୍ରେସମିଟ୍ରେ ସୂଚନା ଦେଲେ ଡିଜିପି ୱାଇ.ବି ଖୁରାନିଆ।ଜଗତସିଂହପୁରର ନିଖିଲ୍ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ। କଟକ ଟାଙ୍ଗୀର ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କାର ଆତ୍ମସମର୍ପଣ।ବାଶଧାରା ଘୁମୁସର…
ରାଜ୍ୟ ସରକାର ଓଡ଼ିଶାର ଆଇନଶୃଙ୍ଖଳା ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳତା ଯୋଗୁଁ ବିଜୁ ଜନତା ଦଳ ସରକାରଙ୍କୁ ଦୃଢ଼ଭାବେ ନିନ୍ଦା କରିଛି । ଏହା ରାଜ୍ୟରେ ଆସୁଥିବା ବୋମା ଧମକ ଦ୍ୱାରା ପ୍ରମାଣିତ ହୋଇଛି । ଯାହା ଦ୍ୱାରା ଆମ ରାଜ୍ୟର…
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଲୋକସଭା ଭବନରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇ କହିଛନ୍ତି ଯେ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ…
|ଭୁବନେଶ୍ବର-କଟକ – ପୁରୀ -ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର…
ବାରମ୍ବାର କୋର୍ଟକୁ ଆସୁଛି ଧମକପୂର୍ଣ୍ଣ ମେଲ୍ । ଚର୍ଚ୍ଚା ହେଉଛି, ହଇଚଇ ସୃଷ୍ଟି ହେଉଛି । ଭୟ ବି ବଢ଼ୁଛି । ହେଲେ କିଏ ପଠାଉଛି, କେଉଁଠୁ ପଠାଉଛି, ଏନେଇ କିଛି ଜଣାପଡ଼ୁନି । ପୁଲିସ୍ ଖାଲି ତଦନ୍ତ କରାଯାଉଥିବା କଥା…
ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗି ପରିବାରର ୫ ଗୁରୁତର।ବାପା, ମାଆ, ନାବାଳିକା ଝିଅ ସହ ଆଉ ୨ ସଂପର୍କୀୟ ଗୁରୁତର।ଘଷିପୁରା ଥାନ ଟୁକୁଣା ଗାଁରେ ଘରେ ରୋଷେଇ ବେଳେ ଅଘଟଣ। ନିଆଁରେ ପୋଡ଼ି ହୋଇ ଗୁରୁତର ୫ ଜଣ କଟକ…
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀକୁ ସଂସଦରେ ଉପସ୍ଥାପନ କରିବା ପ୍ରସଙ୍ଗରେ ସଂସଦ ହୁଲସ୍ଥୂଲ ହେଉଥିବାବେଳେ ବିଜେପି ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ବିଜେପି ପୁସ୍ତକର ଜବାବ ପୁସ୍ତକରେ…
ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପକୁ ସମୂଳେ ନିପାତ କରିବା ଦିଗରେ ଓଡ଼ିଶା ପୋଲିସ ଦୃଢ଼ ସଙ୍କଳ୍ପବଦ୍ଧ। ଏହି ଲକ୍ଷ୍ୟ ପୂରଣ ପାଇଁ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମାଓ ବିରୋଧୀ ଅପରେସନକୁ ଅଧିକ ଜୋରଦାର ଓ ପ୍ରଭାବଶାଳୀ…