ବିବାହ ମଣ୍ଡପରୁ ଗିଫ୍ଟ ଚୋରି |

ଭୁବନେଶ୍ୱରରେ ବିବାହ ମଣ୍ଡପରୁ କନ୍ୟାର ଗିଫ୍ଟ ଚୋରି କରି ଚମ୍ପଟ୍‌।ଗିଫ୍ଟ ବ୍ୟାଗରେ ଥିବା ସାଢ଼େ ୩ ଲକ୍ଷ ଟଙ୍କା ନେଇ ଚୋର ଛୁ। ବରଯାତ୍ରୀ ବେଶରେ ଆସି ଚମ୍ପଟ୍‌ ମାରିଲେ, ସିସିଟିଭିରେ ରେକର୍ଡ।ନୟାପଲ୍ଲୀ ଥାନାରେ ଅଭିଯୋଗ କଲେ କନ୍ୟାପକ୍ଷ। ଖବର ଅନୁଯାୟୀ,…

ପୁଅକୁ ଛୁରି ଭୁସି ହତ୍ୟା କଲା ପିଶାଚ ବାପା

ଢେଙ୍କାନାଳଜିଲ୍ଲା କଙ୍କଡାହାଡ଼ ଥାନା ଇଲାକା ମରୁଆବିଲ ପଞ୍ଚାୟତ କମ୍ପୁଲେଇ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛିl ପାରିବାରିକ କଳହରୁ ନିଜର ଜନ୍ମିତ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପାl ମୃତକ ହେଲେ କ୍ଷୀରୋଦ ସାହୁ(୨୬)। ହତ୍ୟାକାରୀ ବାପା ବିଭୁତି ସାହୁ(୫୫)। ପରିବାର…

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୨ ମୃତ।୨ ମୃତକ ଓ ୫ ଗୁରୁତର ଗଞ୍ଜାମ ଚିକିଟି ବ୍ଲକ୍‌ ପାତିସୋନପୁର ଗ୍ରାମର।ଚିକିତ୍ସା ପାଇଁ ଯାଉଥିଲେ, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ନନ୍ଦି ଗାଁରେ ଦୁର୍ଘଟଣା।୫ ଜଣ ଗୁରୁତର ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି। ସେପଟେଚିକିଟି…

ଅଜଣା ଗାଡ଼ି ଧକ୍କାରେ ୪ ମୃତ |

କଣ୍ଟାବାଞ୍ଝି : ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ । ଅଜଣା ଗାଡ଼ି ଧକ୍କାରେ ଗଲା ୪ ନିରୀହ ଜୀବନ । ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ୍ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗାଁର ଗୋଟିଏ ପରିବାରର…

ନିଖୋଜ ନାବିକ ସାର୍ଥକଙ୍କ ଭୁବନେଶ୍ୱରସ୍ଥିତ ପରିବାରକୁ ଭେଟିଲା ଜିଲା ପ୍ରଶାସନ |

 ଗତ ୩ ତାରିଖରୁ ମରିସସ ରେ ଜାହାଜରୁ ନିଖୋଜ ହୋଇଥିବା ଭଦ୍ରକ ଜିଲା କେଶପୁର ଗୋପାଳବିନ୍ଧାର ମୂଳ ନିବାସୀ ସତ୍ୟଜିତ୍ ମହାପାତ୍ରଙ୍କ ପୁତ୍ର ସାର୍ଥକ ମହାପାତ୍ର ଖବର ପାଇ ଜିଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ,ବିଭଗୀୟ…

କାହା ଟାର୍ଗେଟରେ କୋର୍ଟ? ଇମେଲ୍‌ରେ ଆସିଲା ପୁଣି ଉଡ଼ାଇ ଦେବାକୁ ଧମକ

ପୁଣି କୋର୍ଟକୁ ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ଉଡ଼ାଇ ଦେବାକୁ ଇମେଲ୍ରେ ଆସିଲା ଧମକ । ଧମକ ପରେ କୋର୍ଟ ପରିସରକୁ ଖାଲି କରି ଖାନତଲାସୀ । ବୋମା…

ଓଡ଼ିଶାରେ ବୋମା ଧମକ ମାମଲାରେ ଏନ୍ଆଇଏ ତଦନ୍ତ ଆଦେଶ ଦିଅନ୍ତୁ: ବିଜେଡି ।

ରାଜ୍ୟ ସରକାର ଓଡ଼ିଶାର ଆଇନଶୃଙ୍ଖଳା ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳତା ଯୋଗୁଁ ବିଜୁ ଜନତା ଦଳ ସରକାରଙ୍କୁ ଦୃଢ଼ଭାବେ ନିନ୍ଦା କରିଛି । ଏହା ରାଜ୍ୟରେ ଆସୁଥିବା ବୋମା ଧମକ ଦ୍ୱାରା ପ୍ରମାଣିତ ହୋଇଛି । ଯାହା ଦ୍ୱାରା ଆମ ରାଜ୍ୟର…

ଅର୍ଥନୈତିକ କରିଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ |

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍‌ ରିଜିଅନ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଲୋକସଭା ଭବନରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇ କହିଛନ୍ତି ଯେ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ…

ଅଜଣା ମେଲରୁ ବାରମ୍ବାର ଆସୁଛି ବୋମା ଧମକ; ବନ୍ଦ ହେଉଛି ଅଦାଲତ କାର୍ଯ୍ୟ, ହେଲେ, ଦୁବୃର୍ତ୍ତଙ୍କ ପାଖରେ ପହଁଚିପାରୁନି ପୁଲିସ୍ |

ବାରମ୍ବାର କୋର୍ଟକୁ ଆସୁଛି ଧମକପୂର୍ଣ୍ଣ ମେଲ୍ । ଚର୍ଚ୍ଚା ହେଉଛି, ହଇଚଇ ସୃଷ୍ଟି ହେଉଛି । ଭୟ ବି ବଢ଼ୁଛି । ହେଲେ କିଏ ପଠାଉଛି, କେଉଁଠୁ ପଠାଉଛି, ଏନେଇ କିଛି ଜଣାପଡ଼ୁନି । ପୁଲିସ୍ ଖାଲି ତଦନ୍ତ କରାଯାଉଥିବା କଥା…

ଗ୍ୟାସ୍ ସିଲିଣ୍ଡର ଫାଟି ପରିବାରର ୫ଗୁରୁତର।

ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗି ପରିବାରର ୫ ଗୁରୁତର।ବାପା, ମାଆ, ନାବାଳିକା ଝିଅ ସହ ଆଉ ୨ ସଂପର୍କୀୟ ଗୁରୁତର।ଘଷିପୁରା ଥାନ ଟୁକୁଣା ଗାଁରେ ଘରେ ରୋଷେଇ ବେଳେ ଅଘଟଣ। ନିଆଁରେ ପୋଡ଼ି ହୋଇ ଗୁରୁତର ୫ ଜଣ କଟକ…

error: Content is protected !!