ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୫ଜଣ ଯୁବକଙ୍କ ଶୋଚନୀୟ ମତ୍ୟୁ ଘଟିଛି।ସେହିପରି ଜଣେ…

୧୦ ବିଭାଗର ୧୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମୋହର।

ସରିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ୧୦ ବିଭାଗର ୧୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମୋହର । ବୈଠକ ପରେ ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ¡

ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା।ଏହି ଘଟଣାକୁ ନେଇ ବିଦ୍ୟାଳୟରୁ ସମ୍ପୃକ୍ତ ଛାତ୍ରଙ୍କୁ ଟିସି ଦେଇ ବାହାର କରିବା ଦାବି କରି ଅଭିଭାବକମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ…

ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି
ରାଜ୍ୟ ସରକାର: ବିଜେଡି

ନିକଟରେ ବିଶ୍ୱ ବ୍ୟାଙ୍କ ସମୂହ ସଭାପତି ତାଙ୍କ ଟିମ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି…

ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ |

ମାଲକାନଗିରି: ମାଲକାନଗିରି ସହରରେ ଆଜି ଦେଖିବାକୁ ମିଳିଛି ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ। ଖାଦ୍ୟ ନିରାପତ୍ତା ବିଭାଗ, ଅବକାରୀ ଟିମ୍ ଏବଂ ପୌର ପରିଷଦର ମିଳିତ ସହଯୋଗରେ ଆଜି ସହରର ବିଭିନ୍ନ ଦୋକାନ ଓ ଗୋଦାମ ଉପରେ ଚଢାଉ କରାଯାଇଛି। ଖାଦ୍ୟ…

ପିୟୁସିସି ପ୍ରମାଣପତ୍ର ଦେଲେ ଜରିମାନା ଛାଡ |

ପିୟୁସିସି ପ୍ରମାଣପତ୍ର ଦେଲେ ଜରିମାନା ଛାଡକଟକ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଆଶ୍ୱସ୍ତି ଦେଲାପରିବହନ ବିଭାଗ। ଗାଡ଼ିର ପ୍ରଦୂଷଣନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ପାଇଁଲୋକେ ହନ୍ତସନ୍ତ ହେଉଥିବା ବେଳେ ବଡ଼ଘୋଷଣା କରିଛି ପରିବହନ ବିଭାଗ ।ଲୋକେ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣସାର୍ଟିଫିକେଟ୍ ବାହାର…

ପ୍ରତିରକ୍ଷାରେ ପାକିସ୍ତାନ ଅତି ପଛୁଆ |

ପ୍ରତିରକ୍ଷାରେ ପାକିସ୍ତାନ ଅତି ପଛୁଆଇସଲାମାବାଦ,: ଅପରେସନ୍‌ସିନ୍ଦୂରରେ ଭାରତ ସହ ମୁକାବିଲା କରିଅଣ୍ଟା ଭାଙ୍ଗି ତଳେ ପଡ଼ିଛି ପାକିସ୍ତାନ।ଯେତେ ଚାହିଁଲେ ବି ଆଉ ଅଣ୍ଟାସଳଖିପାରୁନି। ଅପରେସନ୍ ସିନ୍ଦୂରରେପାକିସ୍ତାନର ସୈନ୍ୟ ଶକ୍ତି ଉପରେ ବଡ଼ପ୍ରଭାବ ପଡ଼ିଛି। ବିଶ୍ୱ ସାମରିକ ରାଙ୍କିଂତାଲିକାରେ ପାକିସ୍ତାନ ସୈନ୍ୟ ଶକ୍ତିରସ୍ଥାନ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ |

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତବିଜାପୁର: ମାଲକାନଗିରି ଜିଲା ସୀମାନ୍ତଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଏବଂସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ୨ ଜଣ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି।ସେମାନଙ୍କ ପାଖରୁ ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀଜବତ କରାଯାଇଛି।…

ଭାରତୀୟ ସେନା ପାଇଁ ‘ସୁରକ୍ଷା କବଚ’ହୃଦଘାତ ପୂର୍ବରୁ ସତର୍କ କରାଇବ ସ୍ୱଦେଶୀ ଚିପ୍‌ |

ନୂଆଦିଲ୍ଲୀ,: ଭାରତୀୟ ସେନାପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛିଡିଆରଡିଓ। ଦିଲ୍ଲୀର ମିରାଣ୍ଡା ହାଉସ କଲେଜଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶସଂଗଠନ (ଡିଆରଡିଓ)ର ମିଳିତସହଯୋଗରେ ଏକ ସ୍ୱଦେଶୀବାୟୋଲୋଜିକାଲ ଚିପ୍ ବିକଶିତକରାଯାଇଛି। ‘ବାୟୋଫିଟ୍‌’ ନାମକ ଏହିପୋର୍ଟେବଲ୍ ସେନ୍ସରଟି ଯୁଦ୍ଧକ୍ଷେତ୍ରରେମୁତୟନ ଥିବା ସୈନିକମାନଙ୍କୁ ହୃଦଘାତହେବା…

ଭିଜିଲାନ୍ସ ଜାଲରେ ଏସ୍‌ସିବିର ଲାଞ୍ଚୁଆ ଡାକ୍ତର |

ଭିଜିଲାନ୍ସ ଜାଲରେ ଏସ୍‌ସିବିର ଲାଞ୍ଚୁଆ ଡାକ୍ତରକଟକ,: ଏସ୍‌ସିବିମେଡିକାଲ୍ କଲେଜରହେପାଟୋଲୋଜି ବିଭାଗଆସୋସିଏଟ୍ ପ୍ରଫେସରସନାତନ ବେହେରାଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜେ ସ୍କୁଟିରେ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯିବାବେଳେସନାତନଙ୍କୁ କଟକ ଭିଜିଲାନ୍ସ ଧରିବାରେ ସଫଳହୋଇଛି। ସୂଚନା ଅନୁସାରେ, ଏସ୍‌ସିବିହେପାଟୋଲଜି ବିଭାଗର ଆସୋସିଏଟ ପ୍ରଫେସରଡାକ୍ତର…

error: Content is protected !!