ଭିତ୍ତିଭୂମି ସୁଦୃଢ଼କୁ ଫୋକସ୍‌ |

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗୁରୁବାର ଦିନ ବିଶ୍ୱବ୍ୟାଙ୍କ ଗ୍ରୁପର ସଭାପତି ଅଜୟବାଙ୍ଗାଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣବୈଠକ କରିଛନ୍ତି। ସ୍ଥାନୀୟଲୋକସେବା ଭବନରେଆୟୋଜିତ ଏହି ବୈଠକ ନେଇମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନାଦେଇଛନ୍ତି। ସେ କହିଛନ୍ତି, ବିଶ୍ୱବ୍ୟାଙ୍କ ଗ୍ରୁପର ସଭାପତି ଅଜୟବାଙ୍ଗାଙ୍କ ମୋର ଏକ ଫଳପ୍ରଦବୈଠକ ହୋଇଥିଲା।…

ଦୌଡ଼ିବ ଭାରତର ଅର୍ଥନୀତଭାରତର ଅର୍ଥନୀତି |

ଭାରତର ଅର୍ଥନୀତି୬.୮%ରୁ ୭.୨% ଅଭିବୃଦ୍ଧି ହାରରେଦୌଡ଼ିବ। ୨୦୨୬-୨୭ ଆର୍ôଥକ ବର୍ଷରେଭାରତର ଜିଡିପି ଅଭିବୃଦ୍ଧାର ହାର ୬.୮ରୁ୭.୨% ମଧ୍ୟରେ ରହିବ। ବିଶ୍ୱ ଅର୍ଥନୀତିକଦୁର୍ବଳ ଅବସ୍ଥାରେ ଥିଲେ ହେଁ ଭାରତରଅଭିବୃଦ୍ଧି ଆଶାତୀତ ଭାବେ ଭଲ ରହିବ।ସେହିପରି ୨୦୨୬ରେ ଡିଜିପି ଅଭିବୃଦ୍ଧି ହାର୭.୪% ରହିବ ବୋଲି…

ବିଜୟଧାରା ଜାରି ରଖିବ ଏନ୍‌ଡିଏ |

ଦିଲ୍ଲୀ ଓ ବିହାରରେବିଶାଳ ବିଜୟ ସହ ୨୦୨୫ ବର୍ଷ ବିଜେପିନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟର ଦମ୍‌ଦାରପ୍ରଦର୍ଶନ ଦେଖିଥିଲା। ୨୦୨୬ରେ ମଧ୍ୟମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିରବିଜୟ ସମସ୍ତଙ୍କୁ ଚକିତ କରିଦେଇଛି। ଏବେପୁଣି ଇଣ୍ଡିଆ ଟୁଡେ-ସି ଭୋଟର ମୁଡ୍ ଅଫ୍ ଦିନେସନ୍ ସର୍ଭେରୁ ଜଣାପଡ଼ିଛି ଯେ,…

ଗଜପତିରେ ଧାନମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀଚୋରୀ ଘଟଣାରେ ପୋଲିସର ତଦନ୍ତ ଆରମ୍ଭ |

ଗଜପତିରେ ଧାନମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀଚୋରୀ ଘଟଣାରେ ପୋଲିସର ତଦନ୍ତ ଆରମ୍ଭପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଅଗରଖଣ୍ଡିପଞ୍ଚାୟତ ସଦରମହକୁମା ଠାରେ ଥିବା ଅସ୍ଥାୟୀ ଧାନମଣ୍ଡି ତଥା ପ୍ରାଥମିକ କୃଷି ସମବାୟସମିତିରୁ ଲକ୍ଷାଧିକ ଟଙ୍କାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି…

ନିଶା ଦ୍ରବ୍ୟ ବିକ୍ରୟ କଲେକଡ଼ା କାର୍ଯ୍ୟାନୁଷ୍ଠାନ: ବିଏମ୍‌ସି

ଭୁବନେଶ୍ୱର ମହାନଗର ନିଗମଅଂଚଳାଧିନରେ ରହିଥିବା ଭେଣ୍ଡିଂଜୋନ୍ ଓ ଓମ୍ଫେଡ୍ ବୁଥ୍‌ରେ ନିଶା ଦ୍ରବ୍ୟଯେପରିକି ଗୁଟଖା, ସିଗେରେଟ, ପାନ ବିକ୍ରିକଲେ ବ୍ୟବସାୟୀଙ୍କ ଉପରେ ବିଏମସିପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀଦିଆଯାଇଛି। ଏହି ନିୟମ ଯେଉଁ ବ୍ୟବସାୟୀଉଲଂଘନ କରିବେ ତାଙ୍କର ଲାଇସେନ୍ସବାତିଲ ନେଇ ମଧ୍ୟ…

ସରକାରୀ ଚାକିରିରେ ତୃତୀୟଲିଙ୍ଗଙ୍କୁ ସଂରକ୍ଷଣ ଦିଆଯାଉ |

ଭୁବନେଶ୍ୱର, ସରକାରୀ ଚାକିରି ଆବେଦନରେତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁସୁପାରିସ କଲେ ଓଏଚ୍‌ଆରସି (ଓଡ଼ିଶା ମାନବ ଅଧିକାରଆୟୋଗ)। ତୃତୀୟ ଲିଙ୍ଗ ବା ଟ୍ରାନ୍ସଜେଣ୍ଡରଙ୍କୁ ସମାନସୁଯୋଗ ପାଇଁ ଓଏଚ୍‌ଆରସିଙ୍କ ସୁପାରିସ୍‌। ଜଣେ ତୃତୀୟଲିଙ୍ଗୀଙ୍କ ଆବେଦନ ଆଧାରରେ ଓଡ଼ିଶା ମାନବ ଅଧିକାରଆୟୋଗ…

୧୦୦ ଦିନିଆ ବାଳ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅଧୀନରେବାଲ୍ୟ ବିବାହ ବିରୋଧରେ ଜିଲ୍ଲାସ୍ତରୀୟ ସାଇକେଲ ରାଲି |

କଳାହାଣ୍ଡି,(କିଶନ ଶର୍ମା)-୨୬ ଜାନୁଆରୀ ୨୦୨୬ — ବାଳ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବାଲ୍ୟ ବିବାହ ବିରୋଧରେ ୧୦୦ ଦିନିଆ ଅଭିଯାନ ଅଧୀନରେ ଏକ ଜିଲ୍ଲାସ୍ତରୀୟ ସାଇକେଲ ରାଲି ଆନୁଷ୍ଠାନିକ ଭାବରେ କଳାହାଣ୍ଡି ଜିଲ୍ଲାରେ ଆୟୋଜିତ ହୋଇଥିଲା। ଏହି…

ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |

ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ କଲା ପୋଲିସ । ୧୦ ବର୍ଷ ଧରି ଜଣେ ଘରୋଇ ସହାୟିକାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା…

ତୁଷାରପାତ, ୧୫ କିଲୋମିଟରୁ ଅଧିକ |

ହିମାଚଳ ଯାଉଥିଲେ ସାବଧାନ । ପରିସ୍ଥିତି ଦେଖି, ଅପଡେଟ ଖବର ଦେଖି ବୁଲିବାକୁ ଯାଆନ୍ତୁ । କାରଣ ପ୍ରବଳ ତୁଷାରପାତରେ କଲବଲ ପାହାଡ ରାଣୀ । ମନାଲି, କୁଲ, ଧର୍ମଶାଳା, ମଣ୍ଡି, ଲାହୋଲ ସ୍ପିତରେ ପ୍ରବଳରୁ ଅତିପ୍ରବଳ ବରଫାତ ହେଉଛି ।…

ଆମେରିକାରେ ବିମାନ ଦୁର୍ଘଟଣା, ଉଡାଣ ଭରିବା ସମୟରେ ଦୁର୍ଘଟଣାର ଶିକାର, ୭ ମୃତ. |

ନୂଆଦିଲ୍ଲୀ : ଆମେରିକାର ମେନ ରାଜ୍ୟରେ ରବିବାର ସନ୍ଧ୍ୟାରେ (ସ୍ଥାନୀୟ ସମୟ) ଏକ ବିମାନ ଦୁର୍ଘଟଣା ଘଟିଛି। ବାଙ୍ଗୋର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ବମ୍ବାର୍ଡିୟର ଚ୍ୟାଲେଞ୍ଜର ୬୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେରିକାର…

error: Content is protected !!